Gold Rate Today: ଜାଣନ୍ତୁ ଆଜି କେତେ ରହିଛି ସୁନା-ରୂପା ଦର
Gold Rate Today: ସୁନା ସବୁବେଳେ ନିବେଶକଙ୍କ ପ୍ରଥମ ପସନ୍ଦ । ଯଦି ଆପଣ ଆଜି ସୁନା କିମ୍ବା ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ନିଶ୍ଚିତ ଭାବରେ ବଜାରରେ ସୁନା ଏବଂ ରୂପା ଦର ଜାଣିବା ଉଚିତ । 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 150 ଟଙ୍କା ହ୍ରାସ ପାଇଥିବାବେଳେ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ ରେକର୍ଡ କରାଯାଇଛି।

ଆଜି ଭାରତରେ ସୁନା ମୂଲ୍ୟ 22 କ୍ୟାରେଟ ସୁନା ପାଇଁ ଗ୍ରାମ ପିଛା, 6,865 ଏବଂ 24 କ୍ୟାରେଟ ସୁନା ପାଇଁ 7,489 ଟଙ୍କା ଥିବାବେଳେ 18 କ୍ୟାରେଟ ସୁନା ପ୍ରତି ଗ୍ରାମ 5,617 ଟଙ୍କା ରହିଛି । ଆଜି ଭାରତରେ 10 ଗ୍ରାମ ପ୍ରତି 68,650 ଟଙ୍କା ରହିଛି, ସେହିପରି 24 କ୍ୟାରେଟ୍ ସୁନା 10 ଗ୍ରାମ ପ୍ରତି 74, 890 ଟଙ୍କା ରହିଛି ।












Click it and Unblock the Notifications