Gold Rate: ସୁନା ଦର ହେଉଛି ଆକାଶ ଛୁଆଁ, ଜାଣନ୍ତୁ କେତେ ରହିଛି ମୂଲ୍ୟ

Gold Rate: ଦେଶରେ ସୁନା ମୂଲ୍ୟ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ଗତ କିଛି ଦିନ ମଧ୍ୟରେ ସୁନା ମୂଲ୍ୟ ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ପାଇଁ ଭାରତୀୟ ବଜାରରେ ମଧ୍ୟ ଏହା କ୍ରମାଗତ ଭାବେ ରେକର୍ଡ ଭାଙ୍ଗିବାରେ ଲାଗିଛି । ଶୁକ୍ରବାର ଦିନ ସୁନା ମୂଲ୍ୟ ପ୍ରଥମ ଥର ପାଇଁ 72 ହଜାର ଟଙ୍କା ଅତିକ୍ରମ କରିଛି ।

Gold Price in Odisha

ଶୁକ୍ରବାରର ବାଣିଜ୍ୟରେ MCX ରେ ସୁନା ମୂଲ୍ୟ ଖୋଲିବା ମାତ୍ରେ ଏହା 10 ଗ୍ରାମ ପିଛା 72 ହଜାର ଟଙ୍କା ଅତିକ୍ରମ କରିଛି । ତେବେ ଇତିହାସରେ ପ୍ରଥମ ଥର ପାଇଁ ସୁନା ଦର 72 ହଜାର ଟଙ୍କାରେ ପହଞ୍ଚିଛି । ସୁନା ସହିତ ରୂପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ରୂପା ଆଜି MCX ରେ କିଲୋଗ୍ରାମ ପିଛା 84 ହଜାର ଟଙ୍କା ଅତିକ୍ରମ କରିଛି । ଶୁକ୍ରବାର ଦିନ ରୂପା କିଲୋଗ୍ରାମରେ 84,102 ଟଙ୍କା ମୂଲ୍ୟରେ ପହଞ୍ଚିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+