Gold Rate: କମିଲା ସୁନା ଦର, କିଣିବା ପୂର୍ବରୁ ଜାଣନ୍ତୁ ଆଜିର ମୂଲ୍ୟ

Gold Rate: ସୁନା ମୂଲ୍ୟ ବଢୁଥିବାରୁ ଏବେ ଚିନ୍ତାରେ ଗ୍ରାହକ ହେଲେ ଆଜି ଏହି ଦରରେ ପରିବର୍ତ୍ତନ ହୋଇଛି । ଯଦି ଆପଣ ସୁନା କିଣିବା ପାଇଁ ଚିନ୍ତା କରୁଛନ୍ତି, ତେବେ ତା ପୂର୍ବରୁ ଥରେ ମୂଲ୍ୟ ଉପରେ ନଜର ପକାନ୍ତୁ । ଦେଶର ପ୍ରମୁଖ ସହରରେ ସୁନା ଦରରେ ବଡ଼
ପରିବର୍ତ୍ତନ ଦେଖିବାକୁ ମିଳିଛି ।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ଦାମ ଦଶ ଗ୍ରାମ ପ୍ରତି ୫୫.୦୫୦ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୬୦.୦୫୦ ଟଙ୍କା ରହିଛି । ଏହା ବ୍ୟତୀତ ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୫୪,୮୫୦ ଟଙ୍କା
ରହିଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ଗ୍ରାମ ପ୍ରତି ୫୯,୮୪୦ ଟଙ୍କା ରହିଛି ।

Gold Rate

ତେବେ ଚାଲନ୍ତୁ ଜାଣିବା ଦେଶର ଅନ୍ୟ ରାଜ୍ୟ ମାନଙ୍କର ସୁନା ଦର କେତେ କମିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ଦାମ୍ ୫୫,୩୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୬୦,୩୩୦ଟଙ୍କା ରହିଛି । ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫,୫୦୫ ଏବଂ ୬0,୦୫୦ ଟଙ୍କା ରେକର୍ଡ କରାଯାଇଛି ।

ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ଦର ଯଥାକ୍ରମେ ୫୫,୨୦୦ ଟଙ୍କା ଓ ୬୦,୨୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର
କୋଲକତାରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୫୫,୦୫୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ଦର ୬୦,୦୫୦ ଟଙ୍କା ରହିଥିବା ନେଇ ସୂଚନା ରହିଛି । ସେହିପରି ରୁପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୪,୫୦୦ ଟଙ୍କା ରହିଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+