Gold Rate Today: ବିବାହ ଋତୁ ଆସିବା ପାଇଁ ଯାଉଛି, ଜାଣନ୍ତୁ କେତେ ରହିଛି ଆଜିର ସୁନା ଦର

Gold Rate : ବିବାହ ଋତୁ ଆସିବା ପାଇଁ ଯାଉଛି । ଏହା ପୂର୍ବରୁ ସୁନା ଓ ରୂପା ଦର ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ସେହିପରି ସୁନା ନିବେଶକଙ୍କ ପ୍ରଥମ ପସନ୍ଦ ଏବଂ ବିବାହ ସମୟରେ ଅଧିକ ସୁନା ରୂପା କିଣାଯାଇଥାଏ । ଯଦି ଆପଣ ମଧ୍ୟ ସୁନା କିମ୍ବା ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ନିଶ୍ଚିତ ଭାବରେ ଆପଣଙ୍କ ସହରର ସୁନା-ରୂପା ଦର ଜାଣି ନିଅନ୍ତୁ ।

Gold Rate Today

ଆଜି ଭାରତରେ ସୁନା ମୂଲ୍ୟ 22 କ୍ୟାରେଟ୍ ସୁନା ପାଇଁ ଗ୍ରାମ ପିଛା, 7,085 ଏବଂ 24 କ୍ୟାରେଟ୍ ସୁନା ଗ୍ରାମ ପିଛା 7,729 ଟଙ୍କା ରହିଛି ।
ଆଜି ଭାରତରେ ରୂପା ମୂଲ୍ୟ କିଲୋଗ୍ରାମ ପାଇଁ 91,000 ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+