Get Updates
Get notified of breaking news, exclusive insights, and must-see stories!

Gold Price Today: ଆଗକୁ ରହିଛି ଗଣେଶ ପୂଜା, କମିଲା ସୁନା ରୂପା ଦର

Gold Price Today: ଗ୍ରାହକଙ୍କ ପାଇଁ ଖବର, ପୁଣି କମିଲା ସୁନା ଦର । ବଜାର ସ୍ଥିତି ଅନୁଯାୟୀ ସୁନା ଓ ରୂପା ମୂଲ୍ୟ ବଦଳିବାରେ ଲାଗିଛି । ଯଦି ଆପଣ ସୁନା କିଣିବାର ଯୋଜନା କରୁଛନ୍ତି ତେବେ ଆଜିର ଦର ଉପରେ ନିଶ୍ଚୟ ନଜର ପକାନ୍ତୁ । ଗତ ମାସ ଶେଷରେ ସୁନା ମୂଲ୍ୟରେ ଅନେକ ପରିବର୍ତ୍ତନ ଦେଖିବା ପାଇଁ ମିଳିଛି । ଚଳିତ ମାସରେ ସୁନା ମୂଲ୍ୟରେ ହ୍ରାସ ଘଟିଛି। ଆଜି ଭାରତରେ 22 କ୍ୟାରେଟ୍ ସୁନା ମୂଲ୍ୟ ପ୍ରତି ଗ୍ରାମ 6,669 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ଦର ପ୍ରତି ଗ୍ରାମ 7,276 ଟଙ୍କା ରହିଛି । ସେହିପରି ଆଜି ଭାରତରେ ରୂପା ମୂଲ୍ୟ ଗ୍ରାମ ପ୍ରତି 85 ଏବଂ କିଲୋଗ୍ରାମ ପିଛା ୮୫ ହଜାର ପ୍ରତି ଗ୍ରାମ ରହିଛି ।

ତେବେ ଯଦି ଆପଣ ନିଜ ସହରର ସୁନା ଦର ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ କେବଳ ଏକ ମିସ୍ କଲ୍ କରିବାକୁ ପଡିବ । 8955664433 ରେ ଏକ ମିସ୍ କଲ ଦେଇ ଆପଣ 22 କ୍ୟାରେଟ୍ ସୁନା ଏବଂ 18 କ୍ୟାରେଟ୍ ସୁନା ହାର ଜାଣିପାରିବେ । ଏହି ନମ୍ବରରେ ମିସ୍ କଲ ଦେବା ପରେ ଆପଣଙ୍କ ଫୋନକୁ ଏକ SMS ଆସିବ ଯେଉଁଥିରେ ସୁନାର ଦର ବିଷୟର ସମ୍ପୁର୍ଣ୍ଣ ସୂଚନା ରହିଥିବ ।

Gold Price Today India

ଆଜି ରାଜଧାନୀ ନୂଆଦିଲ୍ଲୀରେ ସୁନା ମୂଲ୍ୟ ହ୍ରାସ ପାଇଛି 22 କ୍ୟାରେଟ୍ ସୁନାର ଦର 10 ଗ୍ରାମ ପ୍ରତି 66,840 ଟଙ୍କା ଥିବା ବେଳେ 24 କ୍ୟାରେଟ୍ ସୁନା ଦର 72, 910 ରହିବା । ମାୟାନଗରୀ ମୁମ୍ବାଇରେ 22 କ୍ୟାରେଟ୍ ସୁନାର ଦର 10 ଗ୍ରାମ୍ ମୂଲ୍ୟ 66,690 ଟଙ୍କା ଥିବା ବେଳେ 24 କ୍ୟାରେଟର ରେଟ୍ 72,760 ଟଙ୍କା ରହିଛି । 22 ଓ 24 କ୍ୟାରେଟ୍ ସୁନାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି ।

ଚେନ୍ନାଇରେ 22 କ୍ୟାରେଟ୍ ସୁନାର 10 ଗ୍ରାମ୍ ମୂଲ୍ୟ 66,690 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ଦର 72,760 ଟଙ୍କା ରହିଛି ଏଠାରେ ମଧ୍ୟ ସୁନା ମୂଲ୍ୟ ହ୍ରାସ ପାଇଛି । ସେହିପରି ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନାର ଦର 10 ଗ୍ରାମ ମୂଲ୍ୟ 66,690 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନାର ଦର 72,760 ଟଙ୍କା ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+