Gold Price: ଖୁବଶୀଘ୍ର ୮୦ ହଜାର ଛୁଇଁବ ସୁନା ଦର

Gold Price: ବଢି ଚାଲିଛି ସୁନା ଦର । ଏହା କ୍ରମାଗତ ଭାବେ ରେକର୍ଡ ଭାଙ୍ଗି ଚାଲିଛି । ଆଜି ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୭୩.୩୧୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୭.୨୦୦ ଟଙ୍କାର ରହିଛି । ସେହିପରି ଦିଲ୍ଲୀରେ ବର୍ତ୍ତମାନ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୩.୩୨୦ ଟଙ୍କାର ପହଞ୍ଚିଛି ସେହିପରି ରୂପାର ମୂଲ୍ୟ କେଜି ଦର ପ୍ରତି ୮୬.୬୦୦ ରହିଛି । ଆନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ପାଇଁ ଭାରତୀୟ ବଜାରରେ ମଧ୍ୟ ଦର ବୃଦ୍ଧି ପାଉଛି ।

Gold Price

ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୭୩.୩୨୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୬୭.୨୧୦ ଟଙ୍କା ରହିଛି । ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୮.୦୬୦ ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ରେଟ୍ ୭୪.୨୫୦ଟଙ୍କା ରହିଛି ।

ସେହିପରି କୋଲକତାରେ ୨୪ କ୍ୟାରେଟ୍ ସୁନା ଦର ୭୩.୩୨୦ ଟଙ୍କାର ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମରୁ ୬୭.୨୧୦ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+