Get Updates
Get notified of breaking news, exclusive insights, and must-see stories!

Gold Price: ଦିପାବଳୀ ପୂର୍ବରୁ ବଢିଲା ସୁନା ଦର

Gold Price In India: ଆଗକୁ ଧନତେରଶ ରହିଛି ହେଲେ ସୁନା ଦର ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଆଜି, ଅକ୍ଟୋବର 18, ଶନିବାର ଦିନ ସୁନା ଦର ମଧ୍ୟ ବୃଦ୍ଧି ପାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ମୂଲ୍ୟ ରେକର୍ଡ ବ୍ରେକ କରିବାରେ ଲାଗିଛି ।

Gold Price In India

ଆଗକୁ ଧନତେରଶ, ଦୀପାବଳି ଏବଂ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି, ଏପରି ପରିସ୍ଥିତିରେ ସୁନା ଦର ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି । ଦେଶର ପ୍ରାୟ ସମସ୍ତ ସହରରେ 24 କ୍ୟାରେଟ୍ ସୁନା ମୂଲ୍ୟ 78 ହଜାରରୁ ଅଧିକ ରହିଛି । 22 କ୍ୟାରେଟ୍ ସୁନା ହାର 71 ହଜାର ଟଙ୍କା ଅତିକ୍ରମ କରିଛି । ସେହିପରି 18 କ୍ୟାରେଟ୍ ସୁନା ହାର 10 ଗ୍ରାମ ପ୍ରତି 58 ହଜାର ଟଙ୍କା ରହିଛି । ଆଜି ରୂପା ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହୋଇଛି । ରୂପା କିଲୋଗ୍ରାମ ପ୍ରତି 96,900 ଟଙ୍କା ରହିଛି ।

ଦିଲ୍ଲୀ ସୁନା ଦର: ଆଜି ଦିଲ୍ଲୀରେ 24 ଗ୍ରାମ ସୁନା ର 10 ଗ୍ରାମକୁ 78 ହଜାର 270 ଟଙ୍କା ଥିବା ବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ପ୍ରାୟ 71,760 ଟଙ୍କା ରହିଛି ।

ମୁମ୍ବାଇ ସୁନା ଦର: ମୁମ୍ବାଇରେ 24 କ୍ୟାରେଟ୍ ସୁନା ର 10 ଗ୍ରାମ ପ୍ରତି 78,120 ଟଙ୍କା ରହିଛି ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,610 ଟଙ୍କା ରହିଛି ।

କୋଲକାତା ସୁନା ଦର: କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,610 ଟଙ୍କା । 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 78,120 ରହିଛି ।

ଚେନ୍ନାଇ ସୁନା ଦର: ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,610 ଟଙ୍କା । 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 78,120 ଟଙ୍କା ରହିଛି ।

ଭୁବନେଶ୍ୱର ସୁନା ଦର: ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ₹ 72,400 ଟଙ୍କା 24 କ୍ୟାରେଟ୍ ସୁନା ମୂଲ୍ୟ ₹ 78,980ଟଙ୍କା ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+