ପୁଣି ମହଙ୍ଗା ହେଲା ସୁନା, କିଣିବା ପୂର୍ବରୁ ଜାଣନ୍ତୁ ଆଜିର ଦର

Today Gold Price 14 February 2025: ଆଜି ଭାଲେଣ୍ଟାଇନ୍ ଡେ' ଅବସରରେ ଅନେକ ଲୋକ ନିଜ ଜୀବନସାଥୀଙ୍କୁ ଉପହାର ଦେବା ପାଇଁ ପସନ୍ଦ କରନ୍ତି । ସେହିପରି ମହିଳାଙ୍କ ପ୍ରିୟ ଉପହାର ମଧ୍ୟକୁ ଗୋଟିଏ ହେଉଛି ସୁନା, ରୂପା ଅଳଙ୍କାର । ଯଦି ଆପଣ ବି ଆଜି ମନ ମଣିଷଙ୍କୁ ଗୋଲ୍ଡ ଗିଫ୍ଟ କରିବା ପାଇଁ ଚାହୁଁଛନ୍ତି ତେବେ ଥରେ ଆଜିର ଦର ଉପରେ ନଜର ପକାନ୍ତୁ ।

ଆଜି, ଶୁକ୍ରବାର ଦିନ ସୁନା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଦେଖିବା ପାଇଁ ମିଳିଛି । ହେଲେ ରୂପା ଦର ସ୍ଥିର ରହିଛି । ସୁନା 87 ହଜାର ଟଙ୍କା ଅତିକ୍ରମ କରିଛି । ରୂପାର ମୂଲ୍ୟ ପ୍ରତି କିଲୋ 99.400 ଟଙ୍କା ରହିଛି । ଆଜି 24 କ୍ୟାରେଟ୍ ସୁନା ମୂଲ୍ୟ 87,210 ଟଙ୍କା, 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 79,960 ଟଙ୍କା ରହିଛି ।

gold price

ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 87,210 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମକୁ ପ୍ରାୟ 79,960 ଟଙ୍କା ରହିଛି । ମୁମ୍ବାଇରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 87,060 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ ପ୍ରତି 10 ଗ୍ରାମ 79,810 ଟଙ୍କା ରହିଛି । କୋଲକାତାରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 79,810 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ ପ୍ରତି 10 ଗ୍ରାମକୁ 87,060 ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+