ସୁନା ଦରରେ ଲାଗିଲା ବ୍ରେକ୍ , ଜାଣନ୍ତୁ ଆଜି କେତେ ରହିଛି Gold Rate
Gold Rate Today: ଆଜି ୨୭ ଜାନୁଆରୀ ସୋମବାର ଦିନ ସୁନା ଦର ବୃଦ୍ଧିରେ ଲାଗିଛି ବ୍ରେକ୍ । ଆଜି ଭାରତରେ ସୁନା ମୂଲ୍ୟରେ ହ୍ରାସ ଘଟିଛି। ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ ୮୨ ହଜାର ଟଙ୍କା। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୭୫ ହଜାର ଟଙ୍କା ଅତିକ୍ରମ କରିଛି। ଗତ ସାତ ଦିନ ମଧ୍ୟରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧.୩% ବୃଦ୍ଧି ପାଇଛି।
ଆଜି ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ଏକ କିଲୋଗ୍ରାମ ରୂପାର ମୂଲ୍ୟ ୯୭,୪୦୦ ଟଙ୍କା ରହିଛି । ଅନ୍ୟପକ୍ଷରେ ଆଜି ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୨,୫୬୦ ଟଙ୍କା ରହିଛି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ ପ୍ରାୟ ୭୫,୬୯୦ ଟଙ୍କା। ମୁମ୍ବାଇରେ ୧୦ ଗ୍ରାମ ୧୪ କ୍ୟାରେଟ୍ ସୁନାର ମୂଲ୍ୟ ୮୨,୪୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ ୭୫,୫୪୦ ଟଙ୍କା ରହିଛି ।

ସେହିପରି କୋଲକାତାରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ ୭୫,୫୪୦ ଟଙ୍କା। ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୮୨,୪୧୦ ଟଙ୍କା ରହିଛି । ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୫,୫୪୦ ଟଙ୍କା। ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୮୨,୪୧୦ ଟଙ୍କା ରହିଛି ।
ଅହମ୍ମଦାବାଦରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୫,୬୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୮୨,୪୩୦ ଟଙ୍କା ରହିଛି ସେହିପରି ଲକ୍ଷ୍ନୌରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ ୭୫,୭୧୦ ଟଙ୍କା ରହିଛି ।












Click it and Unblock the Notifications