Gold Rate: ଧନତେରଶ ପୂର୍ବରୁ କମିଲା ସୁନା ଓ ରୂପା ମୂଲ୍ୟ

Gold Rate: ଧନତେରଶ ପୂର୍ବରୁ କମିଲା ସୁନା ଓ ରୂପା ମୂଲ୍ୟ । ନିକଟରେ 10 ଗ୍ରାମ ସୁନା 80,000 ଟଙ୍କା ଏବଂ ରୂପା 1 ଲକ୍ଷ ଟଙ୍କା ଅତିକ୍ରମ କରିଛି । କିନ୍ତୁ ଆଜି, ଅକ୍ଟୋବର 25 ଶୁକ୍ରବାର ଦିନ ସୁନା ମୂଲ୍ୟ 600 ଟଙ୍କା ହ୍ରାସ ପାଇଛି। ଭାରତରେ ଦୀପାବଳି ଏବଂ ଧନତେରଶ ପାଖେଇ ଆସୁଛି, ସୁନା ଓ ରୂପା ମୂଲ୍ୟ ଆଜି ସାମାନ୍ୟ ହ୍ରାସ ପାଇଛି ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ମୂଲ୍ୟ ରେକର୍ଡ ଭାଙ୍ଗୁଛି । ଦେଶର ପ୍ରାୟ ସମସ୍ତ ସହରରେ 24 କ୍ୟାରେଟ୍ ସୁନା ମୂଲ୍ୟ 79 ହଜାରରୁ ଅଧିକ ରହିଛି । 22 କ୍ୟାରେଟ୍ ସୁନା ହାର ପ୍ରାୟ 73 ହଜାର ଟଙ୍କା ରହିଛି । ଆଜି ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ରୂପା ପ୍ରତି କିଲୋଗ୍ରାମ 1,01,900 ଟଙ୍କା ରହିଛି ।

Gold Rate

ଦିଲ୍ଲୀ ସୁନା ଦର: ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 79 ହଜାର 610 ଟଙ୍କା ରହିଛି 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ପ୍ରାୟ 72,990 ଟଙ୍କା ରହିଛି ।

ମୁମ୍ବାଇ ସୁନା ଦର: ମୁମ୍ବାଇରେ 10 ଗ୍ରାମ ସୁନା 24 କ୍ୟାରେଟ୍ ପ୍ରତି ସୁନା ମୂଲ୍ୟ 79,460 ଟଙ୍କା । 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପାଇଁ 72,840 ଟଙ୍କା ।

କୋଲକାତା ସୁନା ଦର: କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 72,840 ଟଙ୍କା 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 79,460 ଟଙ୍କା

ଚେନ୍ନାଇ ସୁନା ଦର: ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 72,840 ଟଙ୍କା ରହିଛି 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 79,460 ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+