Get Updates
Get notified of breaking news, exclusive insights, and must-see stories!

India Gold Price: ଖ୍ରୀଷ୍ଟମାସ ପୂର୍ବରୁ ଶସ୍ତା ହେଲା ସୁନା

India Gold Price: ଆଗକୁ ରହିଛି ଖ୍ରୀଷ୍ଟମାସ ଓ ନୂଆ ବର୍ଷ । ଏହା ପୂର୍ବରୁ ସୁନା ଦରରେ ବାରମ୍ବାର ଅନେକ ପରିବର୍ତ୍ତନ ହେଉଥିବାର ଦେଖିବାକୁ ମିଳିଛି । ଡିସେମ୍ବର ୭ ତାରିଖରେ ପୁଣି ହ୍ରାସ ପାଇଛି ସୁନା ମୂଲ୍ୟ । ଗତକାଲି ତୁଳନାରେ ଆଜି ସୁନା ୨୫୦ ଟଙ୍କା ଶସ୍ତା ହୋଇଛି। ହେଲେ ଆଜି ରୂପା ମୂଲ୍ୟରେ କିଛି ପରିବର୍ତ୍ତନ ହୋଇ ନାହିଁ ।

India Gold Price

ଦେଶର ସମସ୍ତ ସହରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୭ ହଜାରରୁ ଅଧିକ ରହିଛି ୨୨ କ୍ୟାରେଟ୍ ସୁନା ହାର ୭୧ ହଜାରରୁ ଅଧିକ ରହିଛି ।ତେବେ ଆଗାମୀ ଦିନରେ ବିବାହ ଋତୁ ଆସୁଥିବାରୁ ସୁନା ଓ ରୂପା ଅଧିକ ମହଙ୍ଗା ହୋଇପାରେ । ଶନିବାର ଦିନ ରୂପା ମୂଲ୍ୟରେ କୌଣସି ହ୍ରାସ ଘଟିନାହିଁ। ଡିସେମ୍ବର ୭ ରେ, ଏକ କିଲୋଗ୍ରାମ ରୂପା ହାର ୯୨ ହଜାର ଟଙ୍କା ରହିଛି ।

ଆଜି ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୭ ହଜାର ୭୭୦ ଟଙ୍କା ୨୨ କ୍ୟାରେଟ୍ ସୁନା ମୂଲ୍ୟ ୨୦ ଗ୍ରାମ ପ୍ରତି ପ୍ରାୟ ୭୧,୩୦୦ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ର ୧୦ ଗ୍ରାମ ମୂଲ୍ୟ ୭୭,୮୯୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୧,୪୦୦ ଟଙ୍କା ରହିଛି ସେହିପରି କୋଲକାତାରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୧,୧୫୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୭,୬୨୦ ଟଙ୍କା ରହିଛି । ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୧,୧୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୭,୬୨୦ ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+