ଧନତେରସ ଅବସରରେ କମିଲା ସୁନା ଓ ରୂପା ମୂଲ୍ୟ

Gold Price: ଧନତେରସ ଅବସରରେ ସୁନା ଓ ରୂପା କିଣିବା ପାଇଁ ଅଧିକ ଲୋକ ପସନ୍ଦ କରନ୍ତି । ଏହିପରିକି ନିବେଶକଙ୍କ ପ୍ରଥମ ପସନ୍ଦ ହେଉଛି ସୁନା । ଆଜି, ଅକ୍ଟୋବର 29 ରେ, ଧନତେରସ ଅବସରରେ ସୁନା ମୂଲ୍ୟ ହ୍ରାସ୍ ପାଇଛି । ସେହିପରି ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ ମଧ୍ୟ ଦେଖିବା ପାଇଁ ମିଳିଛି । ଆଜି ସୁନା ଓ ରୂପା କିଣିବା ପୂର୍ବରୁ, ଆଜିର ଦର ଉପରେ ନିଜର ପକାନ୍ତୁ ।

Gold Price

ଆଜି ଭାରତରେ ସୁନା ମୂଲ୍ୟ 22 କ୍ୟାରେଟ୍ ସୁନା ମୂଲ୍ୟ 73,000ଟଙ୍କା ରହିଛି ସେହିପରି 24 କ୍ୟାରେଟ୍ ସୁନା ଦର 74,000 ଟଙ୍କା ରହିଛି । ସେହିପରି ରୂପା ମୂଲ୍ୟ 97,900ଟଙ୍କା ରହିଛି । ଭୁବନେଶ୍ୱରରେ 22 କ୍ୟାରେଟ 10 ଗ୍ରାମ ପ୍ରତି ସୁନା ଦର 73,140 ଟଙ୍କା ହୋଇଥିବା ବେଳେ 24 କ୍ୟାରେଟ 10 ଗ୍ରାମ ସୁନା ଦାମ 79,790 ଟଙ୍କା ରହିଛି ।

ଆପଣ ସହଜରେ ସୁନାର ଅତ୍ୟାଧୁନିକ ମୂଲ୍ୟ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଏକ ମିସ୍ କଲ୍ କରିବାକୁ ପଡିବ । 8955664433 ରେ ଏକ ମିସ୍ କଲ୍ ଦେଇ ଆପଣ 22 କ୍ୟାରେଟ୍ ସୁନା ଏବଂ 18 କ୍ୟାରେଟ୍ ସୁନା ହାର ଜାଣିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+