୨୦୨୩ ବଜେଟର ଟିକନିକ୍ ଖବର ପାଆନ୍ତୁ ଡେଲି-ହଣ୍ଟରେ

ଡେଲି-ହଣ୍ଟ ରିଅଲ୍-ଟାଇମ୍ ଅପଡେଟ୍, ଖବର ଏବଂ ବିଶ୍ଳେଷଣ ପ୍ରଦାନ କରିବ । ୨୦୨୩ ବଜେଟର ଟିକନିକ୍ ଖବର ପାଆନ୍ତୁ କେବଳ ଡେଲି-ହଣ୍ଟରେ ।

Nirmala Sitharaman

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ହେବାକୁ ଯାଉଛି । ଏହା ଭାରତର ଆର୍ଥିକ ବର୍ଷ ପାଇଁ ଏକ ବହୁ ପ୍ରତୀକ୍ଷିତ ଏବଂ ଗୁରୁତ୍ୱପୂର୍ଣ୍ଣ ଘଟଣା ଏବଂ ଚଳିତ ବର୍ଷର ବଜେଟ୍ ୨୦୨୪ ଲୋକସଭା ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ୨.୦ ସରକାରଙ୍କ ଅନ୍ତିମ ପୂର୍ଣ୍ଣ ବର୍ଷର ବଜେଟ୍ ।

ମହାମାରୀରୁ ଭାରତର ଆର୍ଥିକସ୍ଥିତିକୁ ପୁନରୁଦ୍ଧାର କରିବା ପାଇଁ ବଜେଟ୍ ୨୦୨୩ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବ ବୋଲି ଆଶା କରାଯାଉଛି । ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇ ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏବଂ ୧୪ ପେବୃଆରୀରୁ ୧୨ ମାର୍ଚ୍ଚ ପର୍ଯ୍ୟନ୍ତ ଛୁଟିଦିନ ଧାର୍ଯ୍ୟ ହେବାର ସମ୍ଭାବନା ରହିଛି ।

ଡେଲି ହଣ୍ଟ ଆପଣଙ୍କୁ ପ୍ରତି ବର୍ଷ ବଜେଟ୍ ଲାଇଭ୍ ଉପସ୍ଥାପନ କରିଆସିଛି ଏବଂ ଚଳିତ ବର୍ଷ ମଧ୍ୟ ସମାନ କାର୍ଯ୍ୟ ଜାରି ରଖିବା ପାଇଁ ଆମର ନିରନ୍ତର ପ୍ରୟାସ ରହିବ ।

ଡେଲି-ହଣ୍ଟ ରିଅଲ୍-ଟାଇମ୍ ଅପଡେଟ୍, ଖବର ଏବଂ ବିଶ୍ଳେଷଣ ପ୍ରଦାନ କରିବ । ୨୦୨୩ ବଜେଟର ଟିକନିକ୍ ଖବର ପାଆନ୍ତୁ କେବଳ ଡେଲି-ହଣ୍ଟରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+