ମଶା ଧୂଆଁରୁ ଲାଗିଗଲା ନିଆଁ ! ପୁଲିସ ବାରାକରେ ଅଗ୍ନିକାଣ୍ଡ ଘଟି 3 ଯବାନ ଗୁରୁତର
ଭଦ୍ରକର ପୁରୁଣା ବଜାର ଥାନା ପୁଲିସ ବାରାକରେ ଅଗ୍ନିକାଣ୍ଡ ଘଟି 3 ଯବାନ ଗୁରୁତର
ଭଦ୍ରକର ପୁରୁଣା ବଜାର ଥାନା ପୁଲିସ ବାରାକରେ ଅଗ୍ନିକାଣ୍ଡ ଘଟିଛି । ଗତ ରବିବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏଥିରେ ତିନି ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ଗଣେଷ ନାୟକ, ସଂଗ୍ରାମ ଟୁଡୁ ଓ ମନୋରଞ୍ଜନ ଘଡେଇ ।













Click it and Unblock the Notifications