Get Updates
Get notified of breaking news, exclusive insights, and must-see stories!

ଜାନୁଆରୀ ୧ ତାରିଖରେ କରନ୍ତୁ ଏହି କାର୍ଯ୍ୟ ଭଲରେ କଟିବ ପୁରା ବର୍ଷ

New Year 2025: ନୂତନ ବର୍ଷ 2025 ଆପଣଙ୍କ ପାଇଁ ଶୁଭ ଏବଂ ସକରାତ୍ମକ ହେବା ରହିବା ପାଇଁ ହେଲେ ଆପଣଙ୍କୁ ବର୍ଷର ଆରମ୍ଭ ଭଲ ଭାବେ କରିବା ଉଚିତ । ଜାନୁଆରୀ 1ରେ କିଛି ଏପରି କାର୍ଯ୍ୟ କରନ୍ତୁ ଯାହା ଦ୍ୱାରା ଆପଣଙ୍କ ପୁରା ବର୍ଷ ଭଲରେ କଟିପାରିବ ।

ହିନ୍ଦୁ ଧର୍ମ ଅନୁସାରେ ବ୍ରହ୍ମ ମୁହୂର୍ତ୍ତକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ମୁହୂର୍ତ୍ତରେ କରାଯାଉଥିବା ସମସ୍ତ କାର୍ଯ୍ୟ ଶୁଭ ଫଳାଫଳ ପ୍ରଦାନ କରିଥାଏ । ତେବେ ନୂଆ ବର୍ଷ ପ୍ରଥମ ଦିନରେ ସକାଳୁ ଯଲଦି ଉଠିବା ଉଚିତ ଯାହା ଦ୍ୱାରା ଆପଣଙ୍କର ପୁରା ଦିନ ଭଲରେ କଟିବ ।

New Year 2025

ଧାର୍ମିକ ବିଶ୍ୱାସ ଅନୁଯାୟୀ ଲକ୍ଷ୍ମୀ, ସରସ୍ୱତୀ ଏବଂ ବିଷ୍ଣୁ ପାପୁଲିରେ ବାସ କରନ୍ତି । ତେଣୁ ସକାଳୁ ଉଠିବା ପରେ ପ୍ରଥମେ ନିଜ ପାପୁଲିର ଦର୍ଶନ କରନ୍ତୁ କରି ତିନି ଠାକୁରଙ୍କୁ ପ୍ରଣାମ କରନ୍ତୁ । ହିନ୍ଦୁ ଧର୍ମରେ ଦାନର ମହତ୍ୱ ରହିଛି । ବର୍ଷର ପ୍ରଥମ ଦିନରେ ଗରିବ କିମ୍ବା ଅଭାବୀ ଲୋକଙ୍କୁ ଦାନ କରନ୍ତୁ । ଅନ୍ୟମାନଙ୍କୁ ଭକ୍ତିରେ ସାହାଯ୍ୟ କରିବା ଦ୍ୱାରା ଆପଣ ଲୋକଙ୍କଠାରୁ ଆଶୀର୍ବାଦ ପାଇବେ ।

ଆମେ ପୂଜାର୍ଚ୍ଚନାଠୁ ବର୍ଷର ଆରମ୍ଭ କରିଥାଉ । ବର୍ଷର ପ୍ରଥମ ଦିନରେ, ନିଜ ପରିବାର ସହିତ ପୂଜା କରନ୍ତୁ ଏବଂ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଯେ ନୂତନ ବର୍ଷ ଆପଣଙ୍କ ପରିବାର ପାଇଁ ଅନେକ ସୁଖ ଏବଂ ପ୍ରଗତି ଆଣିଆସୁ । ବର୍ଷର ପ୍ରଥମ ଦିନରେ ଖରାପ ଜିନିଷ କିମ୍ବା ଖରାପ ଅଭ୍ୟାସ ଛାଡିବାକୁ ସ୍ଥିର କରନ୍ତୁ । ଖରାପ ଜିନିଷ ତ୍ୟାଗ କରିବା ସହିତ, ଆପଣ ଭଲ ଅଭ୍ୟାସକୁ ଆପଣାଇବା ପାଇଁ ଏବଂ ପ୍ରଥମ ଦିନରେ କୌଣସି ଲକ୍ଷ୍ୟ ହାସଲ କରିବାକୁ ଏକ ସଂକଳ୍ପ ନିଅନ୍ତୁ ଆପଣଙ୍କ ପରିବାର ପାଇଁ ସୁଖ, ସମୃଦ୍ଧି ସହିତ ନୂତନ ବର୍ଷ ଆସୁ । ଘରକୁ ଭଲ ଭାବରେ ସଫା କରନ୍ତୁ ଏବଂ ଘରେ ଭଲ ଭାବରେ ପୂଜାର୍ଚ୍ଚନା କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+