Get Updates
Get notified of breaking news, exclusive insights, and must-see stories!

ରାକ୍ଷୀପୂର୍ଣ୍ଣିମାରେ ଭୁଲରେ ଭଉଣୀଙ୍କୁ ଦିଅନ୍ତୁ ନାହିଁ ଏହି ଉପହାର

Raksha Bandhan 2024: ଆଜି ରାକ୍ଷୀପୂର୍ଣ୍ଣିମା ସାରା ଦେଶର ବେଶ ଧୂମଧାମରେ ପାଳନ ହେଉଛି । ଏହି ଦିନ ଭାଇ ହାତରେ ସ୍ନେହର ଭଉଣୀ ରାକ୍ଷୀ ବାନ୍ଧିଥାଏ । ଏହି ଅବସରରେ ଭାଇ ଖୁସିରେ ନିଜ ଭଉଣୀକୁ ଉପହାର ଦେଇଥାଏ । ହେଲେ ବେଳେ ଲୋକମାନେ ଚିନ୍ତା ନକରି ଉପହାର ଦିଅନ୍ତି, ଯାହା ସମ୍ପୂର୍ଣ୍ଣ ଭୁଲ୍ । ତେବେ ଚାଲନ୍ତୁ ଜାଣିବା ରାକ୍ଷୀରେ କେଉଁ ଉପହାର ନିଜ ଭଉଣୀକୁ ଦେବା ଉଚିତ୍ ।

କଳା ରଙ୍ଗର ଜିନିଷ ଦିଅନ୍ତୁ ନାହିଁ ଉପହାର
ରାକ୍ଷୀ ପରି ବିଶେଷ ଉତ୍ସବରେ ଭୁଲରେ ମଧ୍ୟ ନଜ ଭଉଣୀକୁ କଳା ରଙ୍ଗର ଜିନିଷ ଉପହାର ଦିଅନ୍ତୁ ନାହିଁ । ମାନ୍ୟତା ରହିଛି ଆଜିର ଶୁଭ ଦିନରେ କୌଣସି କଳା ରଙ୍ଗର ଉପହାର ଦେବା ଭଲ ନୁହେଁ। ଏହା ଅତ୍ୟନ୍ତ ଅଶୁଭ । କଳା ବଦଳରେ ଆପଣ ନିଜ ଭଉଣୀକୁ ଅନ୍ୟ ଯେକୌଣସି ରଙ୍ଗର ଉପହାର ଦେଇ ପାରିବେ ।

Raksha Bandhan 2024

ସେହିପରି ଚମଡ଼ା ଜିନିଷରୁ ଦୂରେଇ ରୁହନ୍ତୁ ଯଦି ଆପଣ ନିଜ ଭଉଣୀକୁ ଏକ ପର୍ସ, ବେଲ୍ଟ କିମ୍ବା ଏପରି କୌଣସି ଜିନିଷ ଦେବାକୁ ଚିନ୍ତା କରୁଛନ୍ତି ତେବେ ଯଦି ତାହା ଚମାଡ଼ାରେ ତିଆରି ହୋଇଥାଏ ତେବେ ଏପରି ଉପହାର ଦିଅନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ରୀରେ ଏହା ଭଲ ବିବେଚନା କରାଯାଏ ନାହିଁ । ସାଧାରଣତଃ ଚମଡା ତିଆରି ଜିନିଷ ଉପହାର ଦେବା ଭଲ ନୁହେଁ ।

ରାକ୍ଷୀପୂର୍ଣ୍ଣିମା ଅବସରରେ ଯଦି ଆପଣ ନିଜ ଭଉଣୀକୁ ଚମଡ଼ା ଜିନିଷ ଉପହାର ଦେଉଛନ୍ତି, ତା'ହେଲେ ତାଙ୍କ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ । ଭୁଲରେ ମଧ୍ୟ ଏହି ଜିନିଷ ଦିଅନ୍ତୁ ନାହିଁ । ଯଦି ଆପଣ ରାକ୍ଷୀପୂର୍ଣ୍ଣିମାରେ ଜୋତା, ଚପଲ, ପର୍ସ ଉପହାର ଦେବାକୁ ଚିନ୍ତା କରୁଛନ୍ତି ଦିଅନ୍ତୁ ନାହିଁ । ତେବେ ଭଉଣୀକୁ ରାଶି ଅନୁସାରେ କୌଣସି ଭଲ ଉପହାର ଦେଇ ପାରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+