ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର, ଆଜିଠୁ ତିଆରି ହେବ ଆୟୁଷ୍ମାନ କାର୍ଡ, ଏପରି କରନ୍ତୁ ଆବେଦନ

ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର। ଆଜିଠାରୁ ଆୟୁଷ୍ମାନ କାର୍ଡ ତିଆରି ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କାର୍ଡକୁ ଆପଣ ଘରେ ବସି ଆବେଦନ କରି ପାରିବେ । ଆୟୁଷ୍ମାନ ଭାରତ ଯୋଜନା ଗୁରୁବାର ଅର୍ଥାତ୍ ଏପ୍ରିଲ ୧୦ ତାରିଖଠାରୁ କାର୍ଯ୍ୟକାରୀ ହେବ। ଯାହା ଫଳରେ ଯୋଗ୍ୟ ପରିବାର ଏବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ। ଏଥିରେ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା ଏବଂ ଦିଲ୍ଲୀ ସରକାର ୫ ଲକ୍ଷ ଟଙ୍କା ଅବଦାନ ଦେବେ।

ଆଜିଠାରୁ 'ଆୟୁଷ୍ମାନ କାର୍ଡ' ତିଆରି ହେବ। କେନ୍ଦ୍ର ସରକାରଙ୍କ ଯୋଜନା 'ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ' (ପିଏମ-ଅଭିମ) ଆଜିଠାରୁ କାର୍ଯ୍ୟକାରୀ ହେବା ନେଇ ସୂଚନା ରହିଛି । ଘରୋଇ ହସ୍ପିଟାଲଗୁଡ଼ିକରେ ଚିକିତ୍ସା ସୁବିଧା ଉପଲବ୍ଧ ହେବ, ସେହିପରି PM-ABHIM ସରକାରୀ ହସ୍ପିଟାଲଗୁଡ଼ିକରେ ମଧ୍ୟ ଚିକିତ୍ସା ପାଇଁ ସମସ୍ତ ସୁବିଧା ମିଳିବା ନେଇ ସୂଚନା ରହିଛି ।

Delhi News

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଏକ ଚୁକ୍ତିନାମା (ଏମଓୟୁ) ସ୍ୱାକ୍ଷରିତ ହେବ। ଆୟୁଷ୍ମାନ ଯୋଜନାର ଲାଭ ଉଠାଇବା ପାଇଁ, ଆପଣଙ୍କ ପାଖରେ ଆଧାର କାର୍ଡ, ରାସନ କାର୍ଡ କିମ୍ବା ପରିବାର ପରିଚୟ ପତ୍ର, ମୋବାଇଲ୍ ନମ୍ବର, ଆୟ ପ୍ରମାଣପତ୍ର ଏବଂ ଜାତି ପ୍ରମାଣପତ୍ର ଯୋଗ୍ୟତା ଭଳି ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ରହିବା ଆବଶ୍ୟକ। ଆୟୁଷ୍ମାନ କାର୍ଡ ପାଇବା ପରେ, ଆପଣ ଏହା ମାଧ୍ୟମରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+