ଡିସେମ୍ବର 2024'ରେ ଏହି ତାରିଖରେ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ
December 2024 Bank Holiday List: ପ୍ରତ୍ୟେକ ମାସରେ ସମସ୍ତ ବ୍ୟାଙ୍କର ଅନେକ ଛୁଟି ରହିଥାଏ । ବର୍ତ୍ତମାନ ଅନେକ କମ ଅନଲାଇନ୍ ହୋଇ ଯାଉଛି ସତ ହେଲେ କିଛି କିଛି କାମ ପାଇଁ ଲୋକଙ୍କୁ ବ୍ୟାଙ୍କ ଉପରେ ନିର୍ଭର କରିବା ପାଇଁ ପଡିଥାଏ । ତେବେ ଚାଲନ୍ତୁ ଜାଣିବା ଡିସେମ୍ବର ମାସରେ କେଉଁ କେଉଁ ଦିନ ବ୍ୟାଙ୍କ୍ ରହିବ ବନ୍ଦ ।

3 ଡିସେମ୍ବର - ସେଣ୍ଟ ଫ୍ରାନ୍ସିସ୍ ଜାଭିଅର୍ ଭୋଜି ଅବସରରେ ଗୋଆରେ ବ୍ୟାଙ୍କ ବନ୍ଦ ରହିବ ।
12 ଡିସେମ୍ବର - ପା-ଜୋଗନ୍ ନେଙ୍ଗମିନଜା ସାଙ୍ଗମା ଅବସରରେ ଶୀଲୋଙ୍ଗରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
ଡିସେମ୍ବର 18 - ଶିଲୋଙ୍ଗରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
19 ଡିସେମ୍ବର - ଗୋଆ ମୁକ୍ତି ଦିବସ ଅବସରରେ ଗୋଆରେ ବ୍ୟାଙ୍କ ବନ୍ଦ ରହିବ ।
24 ଡିସେମ୍ବର - ଖ୍ରୀଷ୍ଟମାସ ଅବସରରେ ଶିଲୋଙ୍ଗରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
25 ଡିସେମ୍ବର - ଖ୍ରୀଷ୍ଟମାସ ଅବସରରେ ସାରା ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
26 ଏବଂ 27 ଡିସେମ୍ବର - ଖ୍ରୀଷ୍ଟମାସ ଉତ୍ସବର ଅବ୍ୟାହତି ହେତୁ ଆଇଜାୱଲ୍, କୋହିମା ଏବଂ ଶିଲୋଙ୍ଗର ବ୍ୟାଙ୍କଗୁଡିକ ବନ୍ଦ ରହିବ
30 ଡିସେମ୍ବର - ଶୀଲୋଙ୍ଗରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
ଡିସେମ୍ବର 31 - ନୂଆ ବର୍ଷ, ନାମସୁଙ୍ଗ ଅବସରରେ ଗ୍ୟାଙ୍ଗଟକ ଏବଂ ଆଇଜାୱଲ ଅଞ୍ଚଳରେ ବ୍ୟାଙ୍କ ଛୁଟି ହେବ । ଏହି ମାସରେ ପଡୁଥିବା ଏହି ପର୍ବ ଏବଂ ଉପବାସ ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ରଖେ ।












Click it and Unblock the Notifications