ସ୍ଥଳଭାଗ ମୁହାଁ ବାତ୍ୟା 'ରେମାଲ', ଆଜି ମଧ୍ୟରାତ୍ରୀରେ ଛୁଇଁବ ସ୍ଥଳଭାଗ

Cyclone Remal To Make Landfall Tonight: ବାତ୍ୟା 'ରେମାଲ' ବଙ୍ଗୋପସାଗରରେ ଘନିଭୂତ ହୋଇ ଅବପାତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଏହା ରବିବାର ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବଙ୍ଗଲାଦେଶ ଖେପୁପାରା ମଧ୍ୟରେ ଲ୍ୟାଣ୍ତଫଲ୍ କରିବ । ତେବେ ବଙ୍ଗୋପସାଗାରରେ ବାତ୍ୟା ଅଧିକ ଘନୀଭୂତ ହୋଇ ୧୨ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଓ ବଙ୍ଗଲାଦେଶ ଆଡକୁ ଗତି କରୁଛି ।

Cyclone Remal

ସୂଚନା ଅନୁସାରେ, ବର୍ତ୍ତମାନ ବାତ୍ୟା 'ରେମାଲ ବାଙ୍ଗଲାଦେଶ ଖେପୁପାରାରୁ ୩୧୦ କିମି ଦୂରରେ ଏବଂ ପଶ୍ଚିମବଙ୍ଗ ସାଗରଦ୍ୱୀପରୁ ୩୦୦ କିଲୋମିଟର ଦୂରରେ ରହିଛି । ଯେତେବେଳେ ଏହି ବାତ୍ୟା ସ୍ଥଳ ଭାଗ ଦେଇ ଗତି କରିବ ସେତେବେଳେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ପ୍ରତିଘଣ୍ଟା ରହିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+