Get Updates
Get notified of breaking news, exclusive insights, and must-see stories!

ଧୁମଧାମରେ ପାଳନ ହେଉଛି ବଡଦିନ, ରଙ୍ଗିନ ଆଲୋକମାଳାରେ ଝଲସୁଛି ଚର୍ଚ୍ଚ

ଧୁମଧାମରେ ପାଳନ ହେଉଛି ବଡଦିନ, ରଙ୍ଗିନ ଆଲୋକମାଳାରେ ଝଲସୁଛି ଚର୍ଚ୍ଚ

ଭୁବନେଶ୍ୱର: ଆଜି ସାରା ବିଶ୍ୱରେ ଧୁମଧାମରେ ପାଳନ ହେଉଛି ବଡଦିନ ବା ଖ୍ରୀଷ୍ଟମାସ । ଆଜି ଭଗବାନ ଯୀଶୁ ଜନ୍ମଗ୍ରହଣ କରିଥିଲେ । ଆଜିର ଦିନକୁ ବେଶ୍ ଉତ୍ସାହର ସହ ଖୁବ୍ ଜାକଜମକରେ ପାଳନ କରାଯାଉଛି । ପ୍ରଭୁ ଯୀଶୁଙ୍କର ଧରାବତରଣ ପାଇଁ ବେଶ ସୁନ୍ଦର ଭାବେ ସଜେଇ ହୋଇଛି ବିଶ୍ୱର ସମସ୍ତ ଚର୍ଚ୍ଚ । କରୋନା ମହାମାରୀ ପରେ ଦୁଇ ବର୍ଷ ପରେ ଚଳିତ ବର୍ଷ ପୁଣି ଚର୍ଚ୍ଚରେ ଦେଖିବା ପାଇଁ ମିଳୁଛି ଲୋକଙ୍କ ଭିଡ । କେବେଳ ଚର୍ଚ୍ଚ ନୁହେଁ ଘରେ ଘରେ ଆଜି ଉତ୍ସବର ମାହୋଲ ଦେଖିବାକୁ ମିଳୁଛି ।

Christmas 2022

ଗତକାଲି ମଧ୍ୟ ରାତିରୁ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ଦେଶର ସମସ୍ତ ଛୋଟବଡ ଚର୍ଚ୍ଚକୁ ରଙ୍ଗୀନ୍ ଆଲୋକମାଳାରେ ସଜାଯାଇଛି । ଅନେକ ସ୍ଥାନରେ ଖ୍ରୀଷ୍ଟମାସ କାର୍ନିଭାଲ୍'ର ମଧ୍ୟ ଆୟୋଜିତ ହୋଇଛି । ଗତକାଲି ମଧ୍ୟରାତ୍ରରେ ବିଭିନ୍ନ ଚର୍ଚ୍ଚଗୁଡ଼଼ିକରେ ବିଶେଷ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ହଜାର ହଜାର ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱର କଟକ ବ୍ୟତିତ, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା, କନ୍ଧମାଳ ଆଦି ସହରଗୁଡ଼ିକରେ ବେଶ୍ ଶାନ୍ତିପୂର୍ଣ୍ଣ ଭାବରେ ବଡଦିନ ପାଳନ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+