ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା : ବ୍ୟକ୍ତିଗତ ହାଜର ପାଇଁ ପୁଣି ଜଗି ପଣ୍ଡାଙ୍କୁ ହେବ ନୋଟିସ
ଇନଫୋସିଟି ଥାନା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ଓଟିଭିର ଏମଡି ଜଗିମଙ୍ଗତ ପଣ୍ଡାଙ୍କୁ ନୋଟିସ୍ ହେବ
ଭୁବନେଶ୍ୱର : ଇନଫୋସିଟି ଥାନା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ଓଟିଭିର ଏମଡି ଜଗିମଙ୍ଗତ ପଣ୍ଡାଙ୍କୁ ନୋଟିସ୍ ହେବ । ଆସନ୍ତା ସପ୍ତାହରେ କମିଶନଙ୍କ ପାଖରେ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ଏନେଇ ନୋଟିସ କରିବେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଗଣମାଧ୍ୟମକୁ ସୂଚନା ଦେଇ ନୋଟିସ ସମ୍ପର୍କରେ କହିଛନ୍ତି ଆୟୋଗର ଅଧକ୍ଷ୍ୟା ସଂଧ୍ୟାବତୀ ପ୍ରଧାନ ।













Click it and Unblock the Notifications