Get Updates
Get notified of breaking news, exclusive insights, and must-see stories!

ଦେଶରେ ବଢୁଛି ଜିକା ସଂକ୍ରମଣ ମାମଲା

Zika Virus: ଦେଶରେ ବଢୁଛି ଜିକା ଭାଇରସ୍ ସଂକ୍ରମଣ ମାମଲା । ପ୍ରଥମେ ଏହି ମାମଲା ଉଗାଣ୍ତାରେ 1947ରେ ଚିହ୍ନଟ ହୋଇଥିଲା । ଯାହା ଏବେ ଭାରତରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । ମହାରାଷ୍ଟ୍ରରେ ଜିକା ଭାଇରସ ଚିହ୍ନଟ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ସମସ୍ତ ରାଜ୍ୟକୁ ଆଡଭାଇଜରି ଜାରି କରିଛି ।

ଜିକା ଭାଇରାସର ଲକ୍ଷଣ କ'ଣ?
ଜିକା ଭାଇରାସର ଅତି ସାଧାରଣ ଅଟେ । ଏଥିମଧ୍ୟରେ ଶରୀରରେ ଲାଲ ରଙ୍ଗର ଦାଗ, ଜ୍ୱର, ମାଂସପେଶୀ ଏବଂ ଗଣ୍ଠିରେ ଯନ୍ତ୍ରଣା ଏବଂ ମୁଣ୍ଡ-ମୁଣ୍ଡବିନ୍ଧା ପରି ଲକ୍ଷଣ ଦେଖିବା ପାଇଁ ମିଳିଥାଏ । ଏହି ଭାଇରାସ ମସ୍ତିଷ୍କ, ଆଖି, ଯକୃତ ଏବଂ ହୃଦୟଙ୍କୁ ପ୍ରଭାବିତ କରିଥାଏ । ଏହି ଭାଇରାସ ଯୋଗୁଁ ଶରୀରରେ ବ୍ୟାପକ କ୍ଷତି ହୋଇଥାଏ ।

Zika virus

WHO ସୂଚନା ଅନୁସାରେ, ଜିକା ଭାଇରସ ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ । ଏହି ଭାଇରସ୍ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଏବଂ ପ୍ଲେସେଣ୍ଟାଲ୍ କୋଷ ସମେତ ବିଭିନ୍ନ କୋଷକୁ ନଷ୍ଟ କରିଥାଏ । ଏହି ସଂକ୍ରମଣ ଶୀଘ୍ର ବୃଦ୍ଧି ଘଟିଥାଏ । ଗର୍ଭବତୀ ମହିଳାମାନଙ୍କଠାରେ ଜିକା ଭାଇରସ ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଫଳରେ ଶିଶୁଙ୍କ ମୁଣ୍ତ ସ୍ୱାଭାବିକ ଠାରୁ ଛୋଟ ହୋଇଥାଏ ଏବଂ ସଠିକ୍ ରୁପେ ବିକାଶ କରିନଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+