ଆଜି ଘୋଷଣା କରାଯିବ କାନାଡାର ନିର୍ବାଚନର ଫଳାଫଳ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଉପରେ ବଢ଼ୁଥିବା ଚିନ୍ତା ମଧ୍ୟରେ ସୋମବାର କାନାଡିଆନମାନେ ଭୋଟ ଦେଇଛନ୍ତି। ଏହି ନିର୍ବାଚନରେ ଜନସାଧାରଣ ନିଷ୍ପତି ନେଇ ସାରିଛନ୍ତି । ଏବେ ଦେଖିବା ବାକି ରହିଲା ଲିବରାଲ ପାର୍ଟିକୁ ପୁଣିଥରେ କ୍ଷମତାକୁ ଆସିବ ନା କଞ୍ଜରଭେଟିଭ ପାର୍ଟିକୁ ସୁଯୋଗ ମିଳିବ ।













Click it and Unblock the Notifications