Get Updates
Get notified of breaking news, exclusive insights, and must-see stories!

କେନ୍ଦ୍ର ବଜେଟରେ ଓଡିଶାର ଝଲକ୍, ସମ୍ବଲପୁରୀ ଶାଢ଼ୀରେ ସୀତାରମଣ

କେନ୍ଦ୍ର ବଜେଟରେ ଓଡିଶାର ଝଲକ୍ । ସମ୍ବଲପୁରୀ ଶାଢ଼ୀରେ ଅର୍ଥମନ୍ତ୍ରୀ ସୀତାରମଣ ।

ଭୁବନେଶ୍ୱର: ସଂସଦରେ ଉପସ୍ଥାପିତ ହୋଇଛି ବଜେଟ୍ 2022 । କେନ୍ଦ୍ର ବଜେଟରେ ଓଡିଶାର ଝଲକ୍ । ସମ୍ବଲପୁରୀ ଶାଢ଼ୀରେ ଅର୍ଥମନ୍ତ୍ରୀ ସୀତାରମଣ । ଓଡ଼ିଶାର ସ୍ୱତନ୍ତ୍ରତାର ପରିଚୟ ସମ୍ବଲପୁରୀ ଶାଢ଼ୀରେ ନଜର ଅସିଥିଲେ ସୀତାରମଣ। ମାଟିଆ ଓ ମେରୁନ ରଙ୍ଗର ସମ୍ବଲପୁରୀ ଶାଢ଼ୀରେ ସଂସଦରେ ଏଣ୍ଟ୍ରି କରିଥିଲେ ଅର୍ଥମନ୍ତ୍ରୀ।

union budget 2022

ତେବେ ସେ ପ୍ରଥମଥର ପାଇଁ ସମ୍ବଲପୁରୀ ଶାଢ଼ୀ ପିନ୍ଧିନାହାନ୍ତି। ଏହା ପୂର୍ବରୁ ମଧ୍ୟ ୨୦୧୯ରେ ରାଜ୍ୟ ସଭାରେ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ ବେଳେ ସମ୍ବଲପୁରୀ ଶାଢ଼ୀ ପିନ୍ଧିଥିଲେ। ପୂର୍ବରୁ ମଧ୍ୟ ଅନେକଥର ସମ୍ବଲପୁରୀ ଶାଢ଼ୀରେ ନଜର ଆସିଛନ୍ତି ନିର୍ମଳା।

ସୂଚନା ମୁତାବକ, ମୋଦି ସରକାରଙ୍କ ପ୍ରଥମ ପାଳିରେ ଯେତେବେଳେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ, ସେତେବେଳେ ମଧ୍ୟ ନିର୍ମଳାଙ୍କୁ ସମ୍ବଲପୁରୀ ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ତେବେ ଏଥିରୁ ଏହା ସ୍ପଷ୍ଟ ଯେ, ଓଡ଼ିଶାର ପାରମ୍ପାରିକ ହସ୍ତଶିଳ୍ପ ସମ୍ବଲପୁରୀ ଶାଢ଼ୀ ପ୍ରତି ନିର୍ମଳାଙ୍କର ରହିଛି ଅହେତୁକ ଦୁର୍ବଳତା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+