Get Updates
Get notified of breaking news, exclusive insights, and must-see stories!

BSNLର ଏହି ପ୍ଲାନ୍ ବଢାଇଲା JIO-Airtel ଚିନ୍ତା, ୧ ବର୍ଷ ପାଇଁ ମିଳିବ ଅସୀମିତ କଲିଂ

BSNL Plan: BSNLର ଏହି ଯୋଜନା ମହଙ୍ଗା ହେଲେ ଏହି ପ୍ଲାନର ରହିଛି ଅଧିକ ବେନିଫିଟ୍ । ମାତ୍ର ଥରେ ରିଚାର୍ଜ କଲେ, ସାରା ବର୍ଷ ଆପଣଙ୍କୁ କରିବା ପାଇଁ ପଡିବ ନାହିଁ ରିଚାର୍ଜ କରିବା ପାଇଁ । ଏହାର ବୈଧତା ସମ୍ପୂର୍ଣ୍ଣ 365 ଦିନ ପାଇଁ। ଏହି ପ୍ଲାନରେ ଅନଲିମିଟେଡ୍ କଲିଂ ରହିଛି ଯାହାର ବୈଧତା ପୁରା ବର୍ଷ ପାଇଁ ରହିଛି ଏବଂ ଯେ କୌଣସି ନମ୍ବରରେ ଅସୀମିତ ମାଗଣା କଲ୍ କରିବାର ସୁଯୋଗ ମଧ୍ୟ ରହିଛି ।

କମ୍ପାନୀ ଏହି ଯୋଜନାରେ ଦୈନିକ 3GB ଡାଟା ପ୍ରଦାନ କରିଥାଏ । ଅର୍ଥାତ୍ ଗୋଟିଏ ବର୍ଷରେ ଏହି ଯୋଜନାରେ ମୋଟ 1TB ରୁ ଅଧିକ ଡାଟା ମିଳୁଛି । ଏହା ସହିତ, ଏହି ଯୋଜନାରେ ପ୍ରତିଦିନ ପାଇଁ 100ଟି ମାଗଣା SMS ରହିଛି । ଅର୍ଥାତ୍ ଏହି ପ୍ୟାକ୍ ବୈଧତା, ଡାଟା, କଲିଂ ଏବଂ SMS ସମେତ ସମସ୍ତ ସୁବିଧା ପ୍ରଦାନ କରୁଛି। ଜିଓ ଏବଂ ଏୟାରଟେଲର ବାର୍ଷିକ ଯୋଜନା ତୁଳନାରେ ଏହି ଯୋଜନା ବହୁତ ଶସ୍ତା ଏବଂ ଅଧିକ ଲାଭ ରହିଛି ।

BSNL

୧୯୯୯ ଟଙ୍କାର ପ୍ଲାନରେ ରିଚାର୍ଜ କଲେ ୩୬୫ ଦିନର ବୈଧତା ମଧ୍ୟ ରହିଛି। ଏହି ଯୋଜନାରେ, କମ୍ପାନୀ ମୋଟ 600GB ଡାଟା, ପ୍ରତିଦିନ 100 SMS ଏବଂ ମାଗଣା ଅନଲିମିଡେଟ୍ ଭଏସ୍ କଲିଂ ମଧ୍ୟ ଦେଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+