କମିଲା ସୁନାର ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି Gold Price

Gold Price: ଗତ କିଛି ଦିନ ହେବ ଦେଶରେ ସୁନା ମୂଲ୍ୟ କମିବାରେ ଲାଗିଛି । ଯଦି ଆପଣ ସୁନା କିଣିବା ପାଇଁ ଚାହୁଁଛନ୍ତି ତା'ପୂର୍ବରୁ ଆଜିର ସୁନା ଏବଂ ରୂପା ମୂଲ୍ୟ ଉପରେ ଥରେ ନଜର ପକାନ୍ତୁ । ଚାଲନ୍ତୁ ଜାଣିବା ଦେଶର ବଡ ବଡ ସହରରେ ୨୨ କ୍ୟାରେଟ୍, ୨୪ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନା'ର ଦର କେତେ ରହିଛି ।

ଆଜି ଭାରତରେ ୨୨ କ୍ୟାରେଟ୍ ସୁନା ଦର ଗ୍ରାମ ପ୍ରତି ୬,୬୨୯ ରହିଛି। ୨୪ କ୍ୟାରେଟ୍ ସୁନା ଦର ଗ୍ରାମ ପ୍ରତି ୭,୨୩୨ ଟଙ୍କା ରହିଛି । ସେହିପରି ଭାରତରେ ୧୦ ଗ୍ରାମ ରୂପା ମୂଲ୍ୟ ୯୦୯ ଟଙ୍କା ରହିଛି। ୧୦୦ ଗ୍ରାମ ରୂପା ମୂଲ୍ୟ ୯,୦୯୦ ଟଙ୍କା ଏବଂ ୧ କିଲୋଗ୍ରାମ ରୂପା ମୂଲ୍ୟ ୯୦,୯୦୦ ଟଙ୍କା ରହିଛି ।

Gold Price

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୩୩୦ ଟଙ୍କା ରହିଛି, ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୬୬ ହଜାର ୩୩୦ ଟଙ୍କା ରହିଛି । ସେହିପରି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୬୬,୩୩୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୨,୩୦୦ ରହିଛି । ଆପଣ ସହଜରେ ସୁନା ଦର ଜାଣିବା ପାଇଁ 8955664433 ନମ୍ବରରେ ଏକ ମିସ୍ କଲ୍ ଦିଅନ୍ତୁ ଯାହା ପରେ ଆପଣ ୨୨ କ୍ୟାରେଟ୍ ସୁନା ଏବଂ ୧୮ କ୍ୟାରେଟ୍ ସୁନା ଦର ଜାଣିପାରିବେ ।

ଆଜି ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୬,୩୦୦ ଟଙ୍କା ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୨,୩୩୦ ଟଙ୍କା ରହିଛି । ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ଦର ୬୬,୩୩୦ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନ ମୂଲ୍ୟ ୭୨,୩୩୦ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୨,୯୮୦ ଟଙ୍କା ରହିଛି ଏବଂ ୨୨ କ୍ୟାରେଟ୍ ସୁନା ଦର ୬୬,୯୦୦ ଟଙ୍କାର ରେକର୍ଡ କରାଯାଇଛି ।

ପୂର୍ବ ଭାରତର ପ୍ରମୁଖ ସହର କୋଲକତାରେ ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନା ଦର ଯଥାକ୍ରମେ ୬୬,୩୦୦ ଟଙ୍କା ଏବଂ ୭୨,୩୩୦ ଟଙ୍କା ରହିଛି । ସେହିପରି ରୁପା ଦର ବୃଦ୍ଧି ପାଇଛି କେଜି ପ୍ରତି ୯୧ ହଜାର ଟଙ୍କା ରେକର୍ଡ କରାଯାଇଛି । ଦେଶରେ ସୁନା ମୂଲ୍ୟରେ ଲଗାତାର ପରିବର୍ତ୍ତନ ହେଉଥିବାର ଦେଖିବା ପାଇଁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+