Get Updates
Get notified of breaking news, exclusive insights, and must-see stories!

ଛଟ୍ ପୂଜା ପାଇଁ ଏହି ରାଜ୍ୟରେ ୪ ଦିନ ବନ୍ଦ ରହିବ ବ୍ୟାଙ୍କ

Bank Holidays 2024 List: ଚାରି ଦିନିଆ ଛଟ ପୂଜା ଆଜିଠୁ ଆରମ୍ଭ ହୋଇଛି, ଯାହା ନଭେମ୍ବର 8'ରେ ଶେଷ ହେବ । ଏହି ପୂଜା ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ତେଣୁ ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାର୍ଯ୍ୟ ଅଛି, ତେବେ ତୁରନ୍ତ ଏହାକୁ ସଂପୂର୍ଣ୍ଣ କରି ନିଅନ୍ତୁ ।

9 ଓ 10 ନଭେମ୍ବର ହେଉଛି ଶନିବାର ଏବଂ ରବିବାର, ଯେଉଁଥିରେ ବ୍ୟାଙ୍କଗୁଡିକ ସାଧାରଣତଃ ବନ୍ଦ ରହିଥାଏ, ତେଣୁ ଏହି ସପ୍ତାହରେ ବ୍ୟାଙ୍କଗୁଡିକରେ ଏକ ଦୀର୍ଘ ଛୁଟି ରହିବ ।

Bank Holidays

ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ୍

ନଭେମ୍ବର 7 (ଗୁରୁବାର) - ବିହାର, ଦିଲ୍ଲୀ, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ
ନଭେମ୍ବର 8 (ଶୁକ୍ରବାର) - ବିହାର, ଝାଡଖଣ୍ଡ ଏବଂ ମେଘାଳୟ
ନଭେମ୍ବର 9 (ଶନିବାର) - ଦ୍ୱିତୀୟ ଶନିବାର 10 ନଭେମ୍ବର (ରବିବାର) ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
ନେଭେମ୍ବ 15- ଛଟ୍ ପୂଜା ବ୍ୟତୀତ ଗୁରୁ ନାନକ ଜୟନ୍ତୀ / କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମିଜୋରାମ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଓଡ଼ିଶା ଭଳି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+