Bank Holidays: ଆଜି ବିଶ୍ୱ ଶ୍ରମିକ ଦିବସ, ଜାଣନ୍ତୁ ବନ୍ଦ ନା ଖୋଲ ଅଛି ବ୍ୟାଙ୍କ
Bank Holidays: ମେ ମାସରେ ବ୍ୟାଙ୍କଗୁଡ଼ିକ ଅନେକ ଦିନ ବନ୍ଦ ରହିବ । ଆଜି ଶ୍ରମିକ ଦିବସ ମଧ୍ୟର ଅନେକ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିଛି । ଆଜି ଆସାମ, ବିହାର, ଗୋଆ, ଗୁଜୁରାଟ, ମଣିପୁର, କର୍ଣ୍ଣାଟକ, କେରଳ, ତାମିଲନାଡୁ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ତ୍ରିପୁରା, ଜାମ୍ମୁ କାଶ୍ମୀର, ଦିଲ୍ଲୀର ଅନେକ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିଛି ।
ସେହିପରି ମେ'ମାସ ୧ ତାରିଖରେ ଶ୍ରମିକ ଦିବସ ଏବଂ ମହାରାଷ୍ଟ୍ର ଦିବସ ପାଇଁ ମହାରାଷ୍ଟ୍ରରେ ବ୍ୟାଙ୍କ ବନ୍ଦ ରହିବ । ଆଜି ଆସାମ, ବିହାର, ଗୋଆ, ଗୁଜୁରାଟ, ମଣିପୁର, କର୍ଣ୍ଣାଟକ, କେରଳ, ତାମିଲନାଡୁ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ତ୍ରିପୁରା, ଜାମ୍ମୁ କାଶ୍ମୀର, ଦିଲ୍ଲୀର ଅନେକ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିଛି ।

୪ ମେ ସାପ୍ତାହିକ ଛୁଟି, ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।
୮ ମେ ଗୁରୁ ରବୀନ୍ଦ୍ର ଜୟନ୍ତୀ ପାଇଁ ଦିଲ୍ଲୀ, ତ୍ରିପୁରା, ପଶ୍ଚିମବଙ୍ଗ ଏବଂ ଜମ୍ମୁ ଏବଂ କାଶ୍ମୀରରେ ବ୍ୟାଙ୍କ ବନ୍ଦ
୧୦ ମେ'ରେ ମାସର ଦ୍ୱିତୀୟ ଶନିବାର ପାଇଁ ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।
୧୧ ମେ ସାପ୍ତାହିକ ଛୁଟି ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ।
୧୨ ମେ ବୁଦ୍ଧ ପୂର୍ଣ୍ଣିମା ପାଇଁ ଗୁଜୁରାଟ, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ମିଜୋରାମ, ମଣିପୁର, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ସିକିମ, ତ୍ରିପୁରା, ଅରୁଣାଚଳ ପ୍ରଦେଶ ଏବଂ ତାମିଲନାଡୁରେ ବ୍ୟାଙ୍କ ବନ୍ଦ ରହିବ ।
୧୬ ମେ' ସିକିମ ରାଜ୍ୟ ଦିବସ ପାଇଁ ସିକିମରେ ବ୍ୟାଙ୍କ ବନ୍ଦ ରହିବ ।
୧୮ ମେ ସାପ୍ତାହିକ ଛୁଟି, ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ।
୨୪ ମେ'ରେ ମାସର ଚତୁର୍ଥ ଶନିବାର, ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।
୨୫ ମେ ସାପ୍ତାହିକ ଛୁଟି, ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ
26 ମେ ଇସଲାମ ଜୟନ୍ତୀ ତ୍ରିପୁରରେ ବ୍ୟାଙ୍କ ବନ୍ଦ ରହିବ ।
29 ମେରେ ମହାରାଣା ପ୍ରତାପ ଜୟନ୍ତୀ ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣା ବ୍ୟାଙ୍କ ବନ୍ଦ ରହିବ ।
30 ମେ ଶ୍ରୀ ଗୁରୁ ଅର୍ଜୁନ ଦେବ ଜୀଙ୍କର ଶହୀଦ ଦିବସ ପାଇଁ ବ୍ୟାଙ୍କ ବନ୍ଦ ରହିବ ।












Click it and Unblock the Notifications