Get Updates
Get notified of breaking news, exclusive insights, and must-see stories!

Bank Holiday: ଏପ୍ରିଲ ମାସରେ କେତେ ଦିନ ବ୍ୟାଙ୍କ ବନ୍ଦ

Bank Holiday: ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ମାସରେ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟାଙ୍କଗୁଡ଼ିକରେ ଅନେକ ଦିନ ଛୁଟି ରହିବ। ୧ ଏପ୍ରିଲ୍ ୨୦୨୫ରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ 1 ଏପ୍ରିଲ 2025ରେ ବ୍ୟାଙ୍କଗୁଡ଼ିକରେ କୌଣସି କାମ ହେବ ନାହିଁ। ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ବାର୍ଷିକ ଇନଭେଣ୍ଟରୀ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

Bank Holiday

ରାମନବମୀ ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ହୋଇଥିବାରୁ ୬ ଏପ୍ରିଲ ରବିବାର ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ
ମହାବୀରଙ୍କ ଜୟନ୍ତୀ ପାଇଁ ୧୦ ଏପ୍ରିଲ ଗୁରୁବାର ଦିନ ବ୍ୟାଙ୍କ ବନ୍ଦ ରହିବ ।
ମାସର ଦ୍ୱିତୀୟ ଶନିବାର ହେତୁ ଦେଶର ସମସ୍ତ ବ୍ୟାଙ୍କ ଏପ୍ରିଲ ୧୨ ତାରିଖରେ ବନ୍ଦ ରହିବ।

୧୩ ଏପ୍ରିଲ ରବିବାର, ତେଣୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ
ବାବା ଭୀମରାଓ ଆମ୍ବେଦକରଙ୍କ ଜନ୍ମବାର୍ଷିକୀ ଅବସରରେ ସରକାରୀ ଛୁଟି ହେତୁ ୧୪ ଏପ୍ରିଲରେ ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ରହିବ
୧୫ ଏପ୍ରିଲରେ ବିହୁ ଯୋଗୁଁ ଅଗରତାଲା, ଗୌହାଟୀ, ଇଟାନଗର, କୋଲକାତା ଏବଂ ସିମଲାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ

୧୬ ଏପ୍ରିଲରେ ବିହୁ ପାଇଁ ଗୌହାଟୀରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ
୧୮ ଏପ୍ରିଲ ଗୁଡ୍ ଫ୍ରାଇଡେ ପାଇଁ ବନ୍ଦ ରହିବ ବ୍ୟାଙ୍କ୍
୨୧ ଏପ୍ରିଲରେ ଗରିଆ ପୂଜା ଅବସରରେ ଅଗରତାଲାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

୨୬ ଏପ୍ରିଲ ମାସର ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।
୨୯ ଏପ୍ରିଲରେ ଭଗବାନ ଶ୍ରୀ ପର୍ଶୁରାମ ଜୟନ୍ତୀ ଅବସରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୩୦ ଏପ୍ରିଲରେ ବାସବ ଜୟନ୍ତୀ ଏବଂ ଅକ୍ଷୟ ତୃତୀୟା ଅବସରରେ ବେଙ୍ଗାଲୁରୁରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+