ଆସନ୍ତାକାଲି ଅକ୍ଷୟ ତୃତୀୟା, ଜାଣନ୍ତୁ କେତେ ରହିଛି ସୁନା ଦର

Gold Price: ଆସନ୍ତାକାଲି ଅକ୍ଷୟ ତୃତୀୟା । ଏହାରି ମଧ୍ୟରେ ସୁନା ଦରରେ ପରିବର୍ତ୍ତନ ହୋଇଛି । ଭାରତର ପ୍ରାୟ ସମସ୍ତ ଅଞ୍ଚଳରେ ଅକ୍ଷୟ ତୃତୀୟରେ ସୁନା କିଣିବାର ପରମ୍ପରା ରହିଛି । ଏଥର ଗ୍ରାହକଙ୍କ ପାଇଁ ରହିଛି ଖୁସି ଖବର କାରଣ ସୁନା ମୂଲ୍ୟରେ କମିଛି । ଆଜି ଭାରତରେ 22 କ୍ୟାରେଟ୍ ସୁନା ମୂଲ୍ୟ 100 ଗ୍ରାମରେ 100 ରୁ 66,150 ଟଙ୍କା ହ୍ରାସ ହୋଇଛି ଏବଂ 100 ଗ୍ରାମ 22 କ୍ୟାରେଟ ସୁନା ମୂଲ୍ୟ 1000 ରୁ 6,61,500 ଟଙ୍କା ହ୍ରାସ ପାଇଛି।

Gold Price

ଆଜି ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ୍ ସୁନାର ଦର 72,270 ଟଙ୍କାର ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ ଆଜି 10ଗ୍ରାମ ପିଛା 66,150 ଟଙ୍କାରେ ପହଞ୍ଚିଛି । ସେହିପରି ସିଲଭର ସିଟ୍ କଟକରେ 22 କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା 6,615 ଟଙ୍କା ହୋଇଥିବାବେଳେ 24 କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା 7,216ରେ ପହଞ୍ଚିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+