ହିନ୍ଦୁ ଦେବାଦେବୀଙ୍କ ଫଟୋ ଉପରେ ଚିକେନ୍ ରଖି ବିକିଲେ ମୁସଲିମ୍ ବ୍ୟକ୍ତି
ହିନ୍ଦୁ ଦେବାଦେବୀଙ୍କ ଫଟୋ ଉପରେ ଚିକେନ୍ ରଖି ବିକିଲେ ମୁସଲିମ୍ ବ୍ୟକ୍ତି । ମନା କରିବାରୁ ପୁଲିସକୁ ଦେଖାଇଲେ ଛୁରୀ । କିଛି ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ସମ୍ବଳ ଜିଲ୍ଲାରେ
ଲକ୍ଷ୍ନୌ :ହିନ୍ଦୁ ଦେବାଦେବୀଙ୍କ ଫଟୋ ଉପରେ ଚିକେନ୍ ରଖି ବିକିଲେ ମୁସଲିମ୍ ବ୍ୟକ୍ତି । ମନା କରିବାରୁ ପୁଲିସକୁ ଦେଖାଇଲେ ଛୁରୀ । କିଛି ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ସମ୍ବଳ ଜିଲ୍ଲାରେ ।ସମ୍ପୃକ୍ତ ବ୍ୟକ୍ତି ଜଣକ ହିନ୍ଦୁ ଦେବାଦେବୀଙ୍କ ଫଟୋ ଥିବା କାଗଜରେ ଖୋଳ ବନାଇବା ସହ ସେଥିରେ ଚିକେନ୍ ଭର୍ତ୍ତି କରି ବିକୁ ଥିଲେ । ଏ ନେଇ ଲୋକେ ପୁଲିସରେ ଅଭିଯୋଗ କରିଥିଲେ ହେଲେ ପୁଲିସ ବ୍ୟକ୍ତିଙ୍କୁ ଧରିବା ପାଇଁ କଠିନ ପରିଶ୍ରମ କରିବା ପାଇଁ ପଡିଥିଲା ।କାରଣ ପୁଲିସକୁ ଦେଖି ବ୍ୟକ୍ତି ଜଣକ ବେଶ ଆକ୍ରାମକ ହୋଇପଡିଥିଲେ ଓ ପୁଲିସକୁ ଛୁରି ଦେଖାଇ ଡରାଇଥିଲେ ।ଖୁବ କଷ୍ଟରେ ଏହି ବ୍ୟକ୍ତିଙ୍କୁ ଧରିବାରେ ସଫଳ ହୋଇଥିଲା ପୁଲିସ

ପୁଲିସ ହୁସେନକୁ ଧରିବା ସହ ଏକ ମାମଲା ମଧ୍ୟ ରୁଜୁ କରିଛି ।ଯେଉଁଥିରେ ହୁସେନ୍ ପୁଲିସ ଉପରେ ଆକ୍ରମଣ କଥା ମଧ୍ୟ ଉଲ୍ଲେଖ କରାଯାଇଛି ।
More From
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications