Gold-Silver Rate Today: କମିଲା ସୁନା ରୁପା ଦର, ଜାଣନ୍ତୁ ଆଜିର ମୂଲ୍ୟ

Gold-Silver Rate Today: ସୁନା ଓ ରୂପା ପ୍ରେମିଙ୍କ ପାଇଁ ଖୁସି ଖବର । ଆଜି ଅର୍ଥାତ୍ ଜୁନ୍ 14 ତାରିଖରେ ପୁଣି ଥରେ ସୁନା ଏବଂ ରୂପା ମୂଲ୍ୟ ପରିବର୍ତ୍ତନ ହୋଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ଏବଂ ଆନ୍ତର୍ଜାତୀୟ ବଜାରରେ ଉଭୟ ସୁନା ଏବଂ ରୂପା ମୂଲ୍ୟ କମିଛି ।

ଯଦି ଆପଣ ସୁନାରେ ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ଆଜିର ମୂଲ୍ୟ ଉପରେ ନଜର ପକାନ୍ତୁ । ଆଜି ଭାରତରେ ସୁନା ମୂଲ୍ୟ 22 କ୍ୟାରେଟ୍ ସୁନାର ମୂଲ୍ୟ 6,614 ପ୍ରତି ଗ୍ରାମ ରହିଛି ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 7,215 ପ୍ରତି ଗ୍ରାମ ରହିଛି । ସେହିପରି ଭାରତରେ 10 ଗ୍ରାମ ରୂପା ମୂଲ୍ୟ 906 ଟଙ୍କା 100 ଗ୍ରାମ ରୂପା ମୂଲ୍ୟ 9,060 ଟଙ୍କା ଏବଂ 1 କିଲୋଗ୍ରାମ ରୂପା ମୂଲ୍ୟ 90,600 ଟଙ୍କା ରହିଛି ।

14th june Gold-Silver Rate

ଭାରତରେ ଗ୍ରାମ ପିଛା 22k ସୁନା ମୂଲ୍ୟ ଆଜି
1 ଗ୍ରାମ: 6,614 ଟଙ୍କା
8 ଗ୍ରାମ: 52,912 ଟଙ୍କା
10 ଗ୍ରାମ: 66,140
100 ଗ୍ରାମ: 6,61,400 ଟଙ୍କା

ଭାରତରେ ଆଜି ଗ୍ରାମ ପିଛା 24k ସୁନା ମୂଲ୍ୟ
1 ଗ୍ରାମ: 7,215
8 ଗ୍ରାମ: 57,720
10 ଗ୍ରାମ: 72,150
100 ଗ୍ରାମ: 7,21,500 ଟଙ୍କା

ଆଜି ଭାରତରେ 18 କ୍ୟାରେଟ ସୁନା ମୂଲ୍
1 ଗ୍ରାମ: 5,411
8 ଗ୍ରାମ: 43,288 ଟଙ୍କା
10 ଗ୍ରାମ: 54,110
100 ଗ୍ରାମ: 5,41,100 ଟଙ୍କା

ଯଦି ଆପଣ ନିଜ ସହଜରେ ସୁନାର ମୂଲ୍ୟ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଏହି ନମ୍ବରରେ 8955664433 ରେ ଏକ ମିସ୍ କଲ୍ ଦେଇ ଆପଣ 22 କ୍ୟାରେଟ୍ ସୁନା ଏବଂ 18 କ୍ୟାରେଟ୍ ସୁନା ହାର ଜାଣିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+