ମୁମ୍ବାଇକୁ ଜୀକା ଭାଇରସ୍ ଭୟ: ଚିହ୍ନଟ ହେଲେ ଜଣେ ସଂକ୍ରମିତ, ବଢିଲା ଅନ୍ୟ ରାଜ୍ୟର ଚିନ୍ତା
ମୁମ୍ବାଇ: କରୋନା ପରେ ଏବେ ଦେଶକୁ ଜୀକା ଭାଇରସ୍ ଭୟ । ମୁମ୍ବାଇରେ ଏକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଲର୍ଟରେ ଅନ୍ୟ ସମସ୍ତ ରାଜ୍ୟ । ମୁମ୍ବାଇର ଚମ୍ବୁର ସ୍ଥିତ ଅଞ୍ଚଳର ଜଣେ ବ୍ୟକ୍ତି ଏହି ଭାଇରାସ ପଜେଟିଭ୍ ଥିବା ସୂଚନା ରହିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଏହି ଭାଇରସ ମଶା ଦ୍ୱାରା ବ୍ୟାପିଥାଏ । ଏହି ଭାଇରସ୍ ଡେଙ୍ଗୁ ପରି ।

ଜୀକି ଭାଇରସର ଲକ୍ଷଣ
ଏହି ଭାଇରସରେ ଆକ୍ରାନ୍ତ ଲୋକକୁ ଜ୍ୱର ଆସିବା ସହ ତ୍ୱଚା ଲାଲ ପଡିଯାଇଥାଏ । ଏଥିସହିତ ମୁଣ୍ତ ଏବଂ ଦେହ ହାତ ପ୍ରବଳ ବିନ୍ଧା ହୋଇଥାଏ । ଏହି ଭାଇରସ ମଶା ଦ୍ୱାରା ବ୍ୟାପିଥାଏ । ଏହି ଭାଇାରସ୍ ଗର୍ଭବତୀ ମା'ଠୁ ଶିଶୁକୁ ମଧ୍ୟ ବ୍ୟାପିଥାଏ ।
ସୂଚନା ଅନୁସାରେ, ମୁମ୍ବାଇ ଚମ୍ବୁର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଜୀକା ଭାଇରସ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ନେଇ ଖବର ରହିଛି । ମୁମ୍ବାଇର ଏହି ଭାଇରସ ଚିହ୍ନଟ ହେବା ପରେ ଅନ୍ୟ ରାଜ୍ୟକୁ ସତର୍କ ସୂଚନା ଜାରି କରାଯାଇଛି ।
ଜୀକା ଭାଇରାସ ମଶା ଦ୍ୱାରା ବ୍ୟାପିଥାଏ । ୧୯୪୭ ମସିହାରେ ପ୍ରଥମ ଥର ୟୁଗାଣ୍ତାରେ ଏହି ଭାଇରାଲ ଚିହ୍ନଟ ହୋଇଥିଲା । ସେହି ସମୟରେ ଏହି ଭାଇରାସ ଅନେକଙ୍କ ଜୀବନ ନେଇଥିଲା । ଗର୍ଭବତୀ ମହିଳା ମାନେ ଅଧିକା ଆକ୍ରାନ୍ତ ହୋଇଥିଲେ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications