ସଲମାନ ଓ ଜିଶାନ ସିଦ୍ଦିକିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

Zeeshan Siddiqui Receive Death Threats: ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରିବା ପରେ ତାଙ୍କ ପୁଅ ଜିଶାନ ସିଦ୍ଦିକିଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା । ବାନ୍ଦ୍ରା ଇଷ୍ଟରେ ଥିବା ଜିଆନଙ୍କ ଅଫିସ ଲ୍ୟାଣ୍ତ ଲାଇନକୁ ଏକ କଲ ଆସିଥିଲା ଯେଉଁଥିରେ ତାଙ୍କୁ ଜୀବନରେ ମାରିବାର ଧମକ ମିଳିଥିଲା । ଯାହା ଏପରେ ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଥିଲା ବର୍ତ୍ତମାନ ଜଣଙ୍କୁ ଗିରଫ କରାଯାଇଛି ।

Zeeshan Siddiqui

ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଜିଶାନ ସିଦ୍ଦିକିଙ୍କ ଅଫିସ ଲ୍ୟାଣ୍ତ ଫୋନକୁ ଏକ କଲ୍ ଆସିଥିଲା ଯେଉଁଥିରେ ତାଙ୍କୁ ହାତ୍ୟା କରିବାର ଧମକ ମିଳିଥିଲା ଏବଂ ଟଙ୍କା ମଧ୍ୟ ମଗାଯାଇଥିଲା । ଯାହା ପରେ ଜିଶାନଙ୍କ ଘର ଏବଂ ଅଫଇସର ସୁରକ୍ଷା କଡ଼ା କଡ଼ି କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+