ଜିଶାନ ସିଦ୍ଦିକିଙ୍କ ବଡ଼ ବାଦି, କହିଲେ ଟଙ୍କା ପାଇଁ କରାଯାଇଛି ବାପାଙ୍କ ହତ୍ୟା

Zeeshan Siddiqui: ମହାରାଷ୍ଟ୍ର ରାଜନୀତିରେ ହଲଚଲ । କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଏନସିପି ଅଜିତ ପାୱାର ଦଳରେ ଯୋଗ ଦେବା ପରେ ଜିଶାନ ସିଦ୍ଦିକି ଏକ ବଡ଼ ଦାବି କରିଛନ୍ତି। ଟଙ୍କା ପାଇଁ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଦାବି କରିଛନ୍ତି । ବର୍ତ୍ତମାନ କଂଗ୍ରେସ ଶିବସେନା ଉଦ୍ଧବ ଠାକରେଙ୍କ ଚାପରେ କାର୍ଯ୍ୟ କରୁଛି।

Zeeshan Siddiqui

ଆଜି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ବାବା ସିଦ୍ଦିକିଙ୍କ ପୁଅ ଜିଶାନ। ଆଜି ଅଜିତ ପାୱାରଙ୍କ ଏନସିପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଯେଉଁଥିରେ ଜିଶାନଙ୍କୁ ବାନ୍ଦ୍ରା ପର୍ବ ଆସନରୁ ଟିକେଟ୍ ମିଳିଛି। କଂଗ୍ରେସରେ ଥିବାବେଳେ ଜିଶାନ ୨୦୧୯ରେ ଏହି ଆସନରୁ ପ୍ରାର୍ଥୀ ହେବା ସହ ବିଜୟୀ ମଧ୍ୟ ହୋଇଥିଲେ। ଚଳିତ ନିର୍ବାଚନରେ ଜିଶାନଙ୍କୁ ଟକ୍କର ଦେବେ ଉଦ୍ଧବ ଠାକରେଙ୍କ ଭଣଜା ବରୁଣ ସରଦେସାଇ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+