ଅଜଣା ଯୁବତୀଙ୍କ ସହ ନଜର ଆସିଲେ ୟୁଜଭେନ୍ଦ୍ର ଚହଲ !

Yuzvendra Chahal spotted with 'mystery girl': ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ, କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ମଧ୍ୟରେ ଛାଡପତ୍ର ଗୁଜବକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଲାଗି ରହିଛି, ହେଲେ ଏପର୍ଯ୍ୟନ୍ତ ଏହି ଖବର ଉପରେ କୌଣସି ସତ୍ୟତା ପ୍ରକାଶ ପାଇ ନାହିଁ । ଡିଭୋର୍ସ ଚର୍ଚ୍ଚା ମଧ୍ୟରେ ନିକଟରେ ଚହଲଙ୍କୁ ଜଣେ 'ଅଜଣା ଯୁବତୀ'ଙ୍କ ସହ ଦେଖିବା ପାଇଁ ମିଳିଥିଲା । ଉଭୟଙ୍କୁ ଏକ ହୋଟେଲରେ ସ୍ପଟ୍ କରାଯାଇଥିଲା । ଏହି ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ପୁଣି ଚହଳ ସୃଷ୍ଟି ହୋଇଛି ।

Yuzvendra Chahal

ଚହଲଙ୍କ ସହ ନଜର ଆସୁଥିବା ଯୁବତୀଙ୍କ ବିଷୟରେ ଜାଣିବା ପାଇଁ ଏବେ ସମସ୍ତେ ଜାଣିବା ପାଇଁ ଚାହୁଁଛନ୍ତି । ମୁମ୍ବାଇର ଏକ ହୋଟେଲରେ ଚହଲ ଏବଂ ଜଣେ ଯୁବତୀଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ୟୁଜଭେନ୍ଦ୍ର ଚହଲ କାଜୁଆଲ୍ ପୋଷାକ ପିନ୍ଧିଥିବାର ନଜର ଆସୁଥିବା ବେଳେ ଯୁବତୀ ଜଣକ ସବୁଜ ରଙ୍ଗର ଓଭରସାଇଜ୍ ସ୍ୱେଟସାର୍ଟ ପିନ୍ଧିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+