୯ ମାସ ପରେ ଜେଲରୁ ବାହାରିଲେ ୟୁଟ୍ୟୁବର ମନୀଷ କାଶ୍ୟପ
ବିହାରର ପ୍ରସିଦ୍ଧ ୟୁଟ୍ୟୁବ ମନୀଷ କାଶ୍ୟପ ପ୍ରାୟ ୯ ମାସ ପରେ ଜେଲରୁ ବାହାରିଛନ୍ତି । ପାଟନା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ବିହାରରୁ ବିୟୂ ଜେଲରେ ସେ ରହିଥିଲେ । ତାମିଲନାଡୁ ଜେଲକୁ ପଠାଯିବ ବୋଲି କୁହାଯାଇଥିଲା । କିନ୍ତୁ ସେ ୯ ମାସ ଧରି ବିବାହରରେ ଜେଲରେ ରହିଥିଲେ । ଜେଲରୁ ବାହାରିବା ପରେ ୟୁଟ୍ୟୁବର୍ ମନୀଷ କାଶ୍ୟପ ଗୋଟିଏ କଥା ସ୍ପଷ୍ଟ କରିଛନ୍ତି ଯେ ସେ ତାଙ୍କର ପୁରୁଣା ଆବେଗକୁ ବଜାୟ ରଖିବେ ଏବଂ ସାମ୍ବାଦିକତା ଜାରି ରଖିବେ ।













Click it and Unblock the Notifications