ୟୁଟ୍ୟୁବର୍‌ ଏଲଭିଶ ଯାଦବଙ୍କ ଘରକୁ ଗୁଳି ମାଡ, ୩୦ ରାଉଣ୍ଡ ଗୁଳି ଚଳାଇ ୩ ଦୁର୍ବୃତ୍ତ ଫେରାର୍

ଜଣାଶୁଣା ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ଘର ଉପରକୁ ଆଖିବୁଜା ଗୁଳିମାଡ଼ । ୨୫ ରାଉଣ୍ଡ ଗୁଳିମାଡ଼ କରିଛନ୍ତି ଅଜଣା ଯୁବକ। କିଛି ଯୁବକ ବାଇକରେ ଆସି ଏଲଭିସଙ୍କ ଘର ଉପରକୁ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଥାଇ ବି କିପରି ଗୁଳି ମାଡ଼ ହେଲା ବୋଲି ଯାଂଚ କରୁଛି ପୁଲିସ ।

Elvish Yadav

ବିଗ୍ ବସ୍ ୱିନର, ଫେମସ୍ ୟୁଟ୍ୟୁବର ତଥା ଆର୍ଟିଷ୍ଟ ଏଲଭିସ୍ ଯାବଦଙ୍କ ଗୁରୁଗ୍ରାମ ସେକ୍ଟର ୫୭ସ୍ଥିତ ଘର ଉପରକୁ ସକାଳ ପାଖାପାଖି ସାଢ଼େ ୬୫ଟାରେ ଗୁଳିମାଡ଼ ହୋଛି । ଅଚାନକ ହୋଇଥିବା ଏଭଳି ଘଟଣାକୁ ନେଇ ସ୍ଥାନୟ ଅଞ୍ଚଳରେ କୋକୁଆ ଭୟ ସଅଷ୍ଟି ହୋଇଛି । ପୁରା ଘରକୁ ପୁଲିସ ଘେରାବନ୍ଦୀ କରି ତଲାସୀ ଚଳାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+