ହଠାତ୍ ଅଚଳ ହେଲା ୟୁଟ୍ୟୁବ୍, ଭାରତ ସମେତ ବିଶ୍ୱର ଅନେକ ଦେଶରେ...

ଭାରତ ସମେତ ବିଶ୍ୱର ଅନେକ ଦେଶରେ YouTube ଅଚଳ ହୋଇଯାଇଛି। YouTube ସେବା ପ୍ରାୟ ଗୋଟିଏ ଘଣ୍ଟା ଧରି ବନ୍ଦ ରହିଛି, ଯାହା ଫଳରେ ବିଶ୍ୱର ଲକ୍ଷ ଲକ୍ଷ ୟୁଜର୍ସ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୟୁଜର୍ସ ସୋସିଆଲ ମିଡିଆରେ ୟୁଟ୍ୟୁବ ବନ୍ଦ ବିଷୟରେ ଅଭିଯୋଗ ଅପଲୋଡ୍ କରିବା ପରେ, #YoutubeDown ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି।

YouTube

ରିପୋର୍ଟ ଅନୁଯାୟୀ କେବଳ ଭାରତରେ ପ୍ରାୟ ୧୦,୦୦୦ ଲୋକ ୟୁଟ୍ୟୁବ୍ ବନ୍ଦ ବିଷୟରେ ଅଭିଯୋଗ କରିଛନ୍ତି। ଆଜି ସକାଳେ ଲୋକମାନେ ୟୁଟ୍ୟୁବ୍ ଖୋଲିବା ସମୟରେ, ସେମାନେ "ସମଥିଙ୍ଗ ଇଜ୍ ରଙ୍ଗ" ଏବଂ "ଟ୍ରାଇଙ୍ଗ ସର୍ଚ୍ଚ ଟୁ ଗେଟ୍ ଷ୍ଟାଡେଡ୍ କରିବାକୁ ମେସେଜ୍ ଲେଖାଥିଲା। ହୋମପେଜ୍ ମଧ୍ୟ ମଧ୍ୟ ଶୋ' କରୁନଥିଲା।

ମୋବାଇଲ୍ ଆପ୍ ଏବଂ ୱେବସାଇଟ୍ ଉଭୟ ସମସ୍ୟାର ସମ୍ମୁଖୀନ ହେଉଥିଲେ। YouTube ଆନୁଷ୍ଠାନିକ ଭାବରେ ସେବା ବନ୍ଦ ହେବା ସମ୍ପର୍କରେ ନିଶ୍ଚିତ କରିନାହିଁ। କିନ୍ତୁ କମ୍ପାନୀ ଏବେ କହିଛି ଯେ ସେମାନେ ଯାନ୍ତ୍ରିକ ସମସ୍ୟାର ସମାଧାନ ପାଇଁ କାମ କରୁଛନ୍ତି। କିଛି କିଛି ମାତ୍ରାରେ ଏବେ କାମ କରିବା ଆରମ୍ଭ କଲାଣି । ହେଲେ ସବୁଠି ସମସ୍ୟାର ସମାଧାନ ହୋଇନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+