ବୋଲେରୋ ଧକ୍କାରେ ତଳେ ପଡ଼ିବା ପରେ ଯୁବକଙ୍କୁ ଘୋଷାଡ଼ି ନେଲା ହାଇୱା, ଯୁବକ ମୃତ

ଧର୍ମଗଧରେ ମର୍ମନ୍ତୁଦ ଦୁର୍ଘଟଣା। ଚାଲିଗଲା ଯୁବକଙ୍କ ଜୀବନ । ବୋଲେରୋ ଧକ୍କାରେ ସାଇକେଲ ଚାଳକ ତଳେ ପଡ଼ିବା ପରେ ଯୁବକଙ୍କୁ ଘୋଷାଡ଼ି ନେଲା ହାଇୱା । ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଧର୍ମଗଡ଼ ଥାନା ବଳଢ଼ିଆମାଳ ଛକ ନିକଟରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ।

accident

NH୨୦ଜୟପୁର-ଭବାନୀପାଟଣା ରାସ୍ତାରେ ଟାୟାର ଜାଳି ଅବରୋଧ । କରିବା ସହ ଘଟଣା ସ୍ଥଳରେ ବ୍ୟାପକ ଉତ୍ତେଜନା ଦେଖା ଦେଇଛି । ଯାହା ଫଳରେ ରାସ୍ତା ଦୁଇ କଡ଼ରେ ଅନେକ ଗାଡ଼ି ମଟର ଭିଡ ହୋଇଥିବାରୁ ଜୟପୁର ଭବାନୀପାଟଣାକୁ ଯାତାୟାତ ଠପ୍ ହୋଇଯାଇଛି ।। ଉଭୟ ଗାଡ଼ିର ଡ୍ରାଇଭରଙ୍କୁ ଅଟକ ରଖି ପୋଲିସର ତଦନ୍ତ ଜାରି ।

ସୂଚନା ଅନୁସାରେ,ଆଜି ସହଦେବ ନାମକ ୩୫ ବର୍ଷୀୟ ଯୁବକ ନିଜ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ବୋଲେରୋ ତାହାର ଡୋର ଖୋଲି ଦେଇଥିବାରୁ ସହଦେବ ଡୋରରେ ବାଡେଇ ହୋଇ ତଳେ ପଡ଼ିଯାଇଥିଲେ । ପରେ ପଛପଟୁ ଆସୁଥିବା ଏକ ହାଇୱାତାଙ୍କୁ ସହଦେବଙ୍କୁ ଘୋଷାଡି ନେଇଥିବା । ଯାହା ଫଳରେ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+