ପୁଣି 'ଏକ୍ସ', ସର୍ଭର ଡାଉନ୍‌

ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X ମଙ୍ଗଳବାର ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛି। ଆଜି ମଧ୍ୟ ସର୍ଭର ଡାଉନ ଅଛି ଏବଂ ହଜାର ହଜାର ୟୁଜର୍ସ ଏକ୍ସ (ପୂର୍ବରୁ ଟ୍ୱିଟର) ବ୍ୟବହାର କରିପାରୁନାହାଁନ୍ତି। ଗତ 24 ଘଣ୍ଟା ମଧ୍ୟରେ ଏହା ଚତୁର୍ଥ ଥର ଯେ'X'ର ସର୍ଭର ଡାଉନ ହୋଇଯାଇଛି ।

ସୋମବାର ଅପରାହ୍ନ ପ୍ରାୟ ୩:୩୦ ସମୟରେ ପ୍ରଥମ ଥର ସର୍ଭର ଡାଉନ ହୋଇଥିଲା । ସନ୍ଧ୍ୟା ୭:୦୦ ସମୟରେ ଦ୍ୱିତୀୟ ଏବଂ ତୃତୀୟ ଥର ପ୍ରାୟ ୮:୪୪ ସମୟରେ ସର୍ଭର ଡାଉନ ହୋଇଥିଲା ଆଜି ପୁଣି ଏକ୍ସ ସର୍ଭର ଡାଉନ ହୋଇଥିବାରୁ ୟୁଜର୍ସ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

X Srver DOWN

ଆପଣଙ୍କୁ କହିରଖୁଛୁ ଯେ ଏଲନ ମସ୍କଙ୍କ କମ୍ପାନୀ X ଲଗାତାର ସମସ୍ୟାର ସମ୍ମୁଖୀନ ହେଉଛି। ଉପଭୋକ୍ତା ତାଙ୍କ ଆକାଉଣ୍ଟରେ ଲଗଇନ୍ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହି ସମୟରେ, କିଛି ଲୋକଙ୍କ ଆକାଉଣ୍ଟ ଲଗ୍ ଇନ୍ ହେଉଛି କିନ୍ତୁ ସେମାନେ ଏହାକୁ ପରିଚାଳନା କରି ପାରୁ ନାହାଁନ୍ତି । ଏପରି କିଛି ପୋଷ୍ଟ ମଧ୍ୟ କରି ହେଉ ନାହିଁ ।

ଆମେରିକାରେ ପ୍ରାୟ ସେହି ସମୟରେ ୨୨,୦୦୦ ରୁ ଅଧିକ ବ୍ୟବହାରକାରୀ ସମସ୍ୟାର ରିପୋର୍ଟ କରିଥିଲେ। ଏଥିମଧ୍ୟରୁ ୩୧% ୱେବସାଇଟ୍ ସମ୍ବନ୍ଧୀୟ ସମସ୍ୟା ଏବଂ ୫୮% ଆପ୍ ସମ୍ବନ୍ଧୀୟ ସମସ୍ୟା ବିଷୟରେ ରିପୋର୍ଟ କରିଥିଲେ। ଅଧିକାଂଶ ସମସ୍ୟା ବଡ଼ ବଡ଼ ସହର, ଯେପରିକି ନ୍ୟୁୟର୍କ ଏବଂ ଲସ୍ ଆଞ୍ଜେଲ୍ସ, ଲଣ୍ଡନ ଏବଂ ବର୍ମିଂହାମରେ ରିପୋର୍ଟ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+