Get Updates
Get notified of breaking news, exclusive insights, and must-see stories!

Wrestlers Protest:ବ୍ରିଜଭୂଷଣଙ୍କ ନାମରେ ନୋଟିସ ଜାରି କଲା ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ବିରୋଧ ପ୍ରଦର୍ଶନ । ବଢିଲା ଭାର ରେସଲିଂ ଫେଡେରେଶନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ସିଂହଙ୍କ ଚିନ୍ତା । ମହିଳା କୁସ୍ତିଯୋଦ୍ଧାଙ୍କ ତରଫରୁ ବ୍ରିଜଭୂଷଣଙ୍କ ବିରୋଧରେ ଲଗାଯାଇଥିଲା ଯୌନ ଉତ୍ପୀଡନ ଅଭିଯୋଗରେ ଦିଲ୍ଲୀ କୋର୍ଟ ପକ୍ଷରୁ ବ୍ରିଜଭୂଷଣଙ୍କୁ ନୋଟିସ ଜାରି କରାଯାଇଛି । ସେହିପରି ବିନୋଦ ତୁମରଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି ।

ସୂଚନା ଅନୁସାରେ, ୬ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ତରଫରୁ ଅଣାଯାଇଥିବା ଅଭିଯୋଗ ଉପରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଛି ।
ଯାହା ପରେ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ସହ ଜଡିତ ଆଇପିସିର ଧାରା ୩୫୪, ୩୫୪ (କ) ଏବଂ ୩୫୪ (D)ଧାରା
ଲଗାଯାଇଛି ।

Wrestlers Protest

ସେହିପରି ବିନୋଦ ତୋମରଙ୍କ ବିରୋଧରେ ଆଇପିସିର ଧାରା ୧୦୯, ୩୫୪, ୩୫୪ (କ) ଏବଂ ୫୩୪ ଧାରା ଲଗାଯିବା ସହ ଚାର୍ଜସିଟ୍ ଦାଖଲ କରାଯାଇଛି । ସୂଚନାଥାଉ ଯେ, ପୋଲିସ ପକ୍ଷରୁ ବ୍ରିଜଭୂଷଣଙ୍କ ବିରୋଧରେ ୫ ବର୍ଷ ଜେଲଦଣ୍ତ ଏବଂ ଜାମିନ ବିହୀନ ଧାରା ଲଗାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+