ବିଶ୍ବ ବ୍ୟାଙ୍କ୍ ପକ୍ଷରୁ ପ୍ରକାଶ ପାଇଛି ରିପୋର୍ଟ, ଭାରତରେ ଦ୍ରୁତଗତିରେ କମୁଛି ଦାରିଦ୍ର୍ୟ ହାର
ଭାରତରେ ଦ୍ରୁତଗତିରେ କମୁଛି 'ଅତ୍ୟନ୍ତ ଦାରିଦ୍ର୍ୟ'ହାର । ଏନେଇ ବିଶ୍ବ ବ୍ୟାଙ୍କ୍ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ୨୭.୧ ପ୍ରତିଶତରୁ ୫.୩%କୁ ଖସିଲା ଦାରିଦ୍ର୍ୟ ହାର। ୨୦୧୧-୧୨ରେ ଥିଲା ୨୭.୧%, ୨୦୨୨-୨୩ରେ ୫.୩%କୁ ହ୍ରାସ ।
ପ୍ରାୟ ୨୬୯ ନିୟୁତ ଲୋକ 'ଅତ୍ୟନ୍ତ ଦାରିଦ୍ର୍ୟ'ରୁ ମୁକ୍ତ ହୋଇଥିବା ରିପୋର୍ଟରେ ସୂଚନା ମିଳିଛି ।













Click it and Unblock the Notifications