Get Updates
Get notified of breaking news, exclusive insights, and must-see stories!

ମହିଳା ପୋଲିସଙ୍କ ହାତରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା

International Women's Day: ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ରହିଛି ମହିଳା ପୋଲିସଙ୍କ ହାତରେ । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାଙ୍କ ପ୍ରତି ବିଶ୍ୱାସ, ସମ୍ମାନ ଏବଂ ସମାନତାର ଗୁରୁତ୍ୱ କେତେ ଅଧିକ ତାହା ମୋଦିଙ୍କର ଏହି ନିଷ୍ପତ୍ତି ହିଁ ବଖାଣୁଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଆଜି ପ୍ରଧାନମନ୍ତ୍ରୀ ୨ ଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି ।

ଆଜି ମୋଦି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆୟୋଜିତ ଲକ୍ଷପତି ଦିଦି ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ମହିଳାଙ୍କ ପାଇଁ କିଛି ବଡ଼ ଘୋଷଣା ମଧ୍ୟ କରାଯାଇ ପାରେ । ସେହିପରି ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଜି ମୋଦିଙ୍କ ଗସ୍ତ ବେଳେ ତାଙ୍କ ସୁରକ୍ଷା ଠାରୁ ଆରମ୍ଭ କରି କାର୍ଯ୍ୟକ୍ରମସ୍ଥଳ ଯାଏଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ମହିଳା ପୋଲିସଙ୍କ ହାତରେ ରହିବ ।

International Women s Day

ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମହିଳା ପୋଲିସ ରହିବା ଏହା ଦେଶର ପ୍ରଥମ ଘଟଣା । ତେବେ ଏହା ମହିଳା ଦିବସର ଅବସରରେ ଏକ ଶ୍ରେଷ୍ଠ ଉପହାର କରିବା ଭୁଲ ହେବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+