ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ଦାୟିତ୍ୱରେ ମହିଳା କମାଣ୍ତୋ
PM Modi: ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ମହିଳା କମାଣ୍ତୋ । ମୋଦିଙ୍କ ସୁରକ୍ଷା ଦାୟିତ୍ୱରେ ମହିଳା ଏସପିଜି କମାଣ୍ତୋ । ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଫଟୋ ସଂସଦ ଭିତରର ବୋଲି ଦାବି କରାଯାଉଛି ହେଲେ ଏପର୍ଯ୍ୟନ୍ତ ମହିଳା କମାଣ୍ତୋ ଜଣକ ମୋଦି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।କିଛି ଗଣମାଧ୍ୟମ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଏହି ସଂସଦ ଭିତରର ଫଟୋ

ଯେଉଁଠି ଏସପିଜିର ମହିଳା କମାଣ୍ତୋଙ୍କୁ ସଂସଦରେ ନିୟୋଜିତ କରାଯାଇଥାଏ ।












Click it and Unblock the Notifications