ଖାଇକୁ ଖସିଲା କାର୍, ଚାଲିଗଲା ଦୁଇ ଭାଇଙ୍କ ଜୀବନ

ଉତ୍ତରପ୍ରଦେଶ ପିଲିଭିତ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଭାଇଙ୍କ ଜୀବନ ଚାଲିଯାଇଥିବା ବେଳେ ୩ ଜଣ ଆହତ ଗୁରୁତର ଆହତ ହୋଇଛନ୍ତି । କାର୍ ଟି ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିବା ଜଣାପଡିଛି ।

ଖବର ମୁତାବକ, ଗୁରୁବାର ରାତିରେ ଗଜରୋଲା କଲା ଥାନା ପଟପୁର ଗାଁ ନିକଟରେ ଏକ କାର୍ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଫଳରେ ଏଥିରେ ଥିବା ଶିବକୁମାର ଏବଂ ତାଙ୍କ ଭାଇର ରୁପଲାଲଙ୍କ ମ୍ତ୍ୟୁ ହୋଇଥିଲା । ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

rod accident

କାରରେ ଥିବା ସମସ୍ତ ଲୋକ ଜମୁନିୟାରୁ ନିଜ ଗାଁ ଅଜିତପୁର ପାଟପୁରାକୁ ଯାଉଥିଲେ । ଆଉ ରାତିରେ କାର୍ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଫଳରେ କାରରେ ଥିବା ସମସ୍ତ ଲୋକ ଫସିଯାଇଥିଲେ । ଦୁର୍ଘଟଣା ବିଷୟରେ ଖବର ପାଇ ଆଖପାଖର ଲୋକ ଘଟଣା ସ୍ଥଳରେ ପହଞ୍ଚିଥିଲେ । କାର୍ ଭିତରୁ ଲୋକମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+