ମୋଦିଙ୍କୁ ପ୍ରଶଂସା କଲେ ଚିଦାମ୍ବରମ୍‌, କହିଦେଲେ କିଛି ଏମିତି.....

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା ପି ଚିଦାମ୍ବରମ । ମୋଦିଙ୍କ ନେତୃତ୍ବରେ ଭାରତ ଦ୍ବାରା ପରିଚାଳିତ ହୋଇଥିବା 'ଅପରେସନ ସିନ୍ଦୂର' ଓ ଯୁଦ୍ଧନୀତିକୁ 'ବୁଦ୍ଧିମତାପୂର୍ଣ୍ଣ ଓ ସନ୍ତୁଳିତ' ବୋଲି କହିଛନ୍ତି ଚିଦାମ୍ବରମ । ଏପ୍ରିଲ ୨୨ ତାରିଖରେ ପହଲଗ୍ରାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଭାରତକୁ ଆତଙ୍କବାଦ ବିରୋଧରେ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଭାରତ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଥିଲା । ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା ଭାରତ । ଆତଙ୍କୀ ଶିବିରକୁ ଛାରଖାର କରି ଆତଙ୍କୀକୁ ନିପାତ କରିଥିଲା ।

P Chidambaram praises PM Mod

ପହଲଗ୍ରାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଦେଶରେ ପ୍ରତିଶୋଧ ନେବାକୁ ଜୋରଦାର ଆହ୍ୱାନ ଦିଆଯାଇଥିଲା, ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଦେଶବାସୀଙ୍କ ମଧ୍ୟରେ ଉତ୍ତେଜନା ଭରି ରହିଥିଲା । ଆତଙ୍କବାଦୀ ସଂଗଠନର ଭିତ୍ତିଭୂମି ନଷ୍ଟ କରିବାକୁ ଲକ୍ଷ୍ୟ ରଖି ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ସୀମିତ ଏବଂ ସୁଚିନ୍ତିତ ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+