ମୁଁ ୨୦ ବର୍ଷ ହେବ ଶୁଣି ଆସୁଛି...ଜାଣନ୍ତୁ ଜଗଦୀପ ଧନଖଡ଼ଙ୍କୁ କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ

Mimicry Row: ସଂସଦ ଗୃହରୁ ନିଲମ୍ବିତ ସାଂସଦମାନେ ନୂତନ ସଂସଦ ଭବନର ବାହେରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମୟ ମଧ୍ୟରେ ଟିଏମସି ସାଂସଦ କଲ୍ୟାଣ ବନାର୍ଜି ରାଜସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ କଥା ଶୈଳୀକୁ ନକଲ କରିଥିଲେ । ସେହି ସ୍ଥାନରେ ରାହୁଲ ଗାନ୍ଧିଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ଏବଂ ରାହୁଲ ଗାନ୍ଧି ତାଙ୍କ ଭିଡିଓ ବନାଇଥିଲେ ।

Mimicry Row

ଧନଖଡ ଏହି ପ୍ରସଙ୍ଗରେ ପ୍ରଥମେ ଆପତ୍ତି ଉଠାଇଥିଲେ ଏବଂ ସେ ଭାବପ୍ରବଣ ହୋଇପଡିଥିଲେ । ସେହିପରି ପିଏମ ମୋଦି ଧନଖଡଙ୍କୁ ଫୋନକରି ପ୍ରସଙ୍ଗକୁ ନେଇ ତାଙ୍କ ସହ କଥା ହୋଇଥିଲେ । ଯେଉଁ ସମୟରେ ସେ ନିଜ ମନ କଥା ମଧ୍ୟ କହିଥିଲେ, ତାଙ୍କ ଯନ୍ତ୍ରଣା ମଧ୍ୟ ପ୍ରକାଶ କରିଥିଲେ । ଏହି ସମଗ୍ର ଘଟଣାକୁ ଲଜ୍ଜାଜନକ ଏବଂ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, 'ଆଜି ଆପଣଙ୍କୁ ଯାହା ଶୁଣିବାକୁ ପଡୁଛି, ମୁଁ ଗତ 20 ବର୍ଷ ଧରି ଏପରି କଥା ଶୁଣି ଆସୁଛି ।

ସୂଚନାଥାଉ ଯେ, ସଂସଦ ଗୃହରୁ ନିଲମ୍ବିତ ସାଂସଦମାନେ ନୂତନ ସଂସଦ ଭବନର 'ମକର ଦ୍ୱାରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମୟ ମଧ୍ୟରେ ଟିଏମସି ସାଂସଦ କଲ୍ୟାଣ ବନାର୍ଜି ରାଜସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ କଥା ଶୈଳୀକୁ ନକଲ କରିଥିଲେ । ଆଉ ସେହି ସମୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଘଟଣାସ୍ଥଳରେ ଠିଆ ହୋଇଥିଲେ ଏବଂ ବାନାର୍ଜୀ ଧନକଡଙ୍କ ନକଲ କରୁଥିବା ସମୟରେ ରାହୁଲ ତାହାର ଏକ ଭିଡିଓ କରୁଥିବା ଦେଖିବାକୁ ମିଳିଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ବହୁ ପରିମାଣରେ ଭାଇରାଲ ହୋଇଥିଲା, ଯେଉଁ କାରଣରୁ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+