କଂଗ୍ରେସକୁ ଟାର୍ଗେଟ କଲେ ସ୍ମୃତି, କହିଲେ କଣ ପାଇଁ ଆମେଠିରୁ ....

ନୂଆଦିଲ୍ଲୀ: ଦେଶେରେ ନିର୍ବାଚନର ସମୟ ଯେତତେ ପାଖଉଛି ସେତେ ସରଗରମ ହେଉଛି ଦେଶର ରାଜନୈତିକ ମାହୋଲ । ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ସବୁ ରାଜନୈତିକ ଦଳ । ଆଉ ଏହା ମଧ୍ୟରେ ସମସ୍ତ ରାଜନୈତିକ ଦଳ ସେମାନଙ୍କ ବିରୋଧୀ ଦଳକୁ ଟାର୍ଗେଟ କରୁଛନ୍ତି । ଏହି ସମୟରେ ସାସଂଦ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ।

smriti irani

ସେ କହିଛନ୍ତି, କଂଗ୍ରେସର ଆମେଥି ପ୍ରାର୍ଥୀ କିଏ ଓ ପ୍ରାର୍ଥୀ ଘୋଷଣାରେ ଏତେ ବିଳମ୍ବ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଆମେଥି ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ଏହା ସୂଚାଉଛି ଯେ ବର୍ତ୍ତମାନ କଂଗ୍ରେସ ଦଳ ମଧ୍ୟ ଜାଣିଛି ଯେ ଆମେଥିରେ ଏଥର ପୁଣି ପଦ୍ମ ଫୁଲ ଫୁଟାଇବାକୁ ଯାଉଛି ଏହା ପଛର କାରଣ ହେଉଛି ଯଦି ଆମେ କଂଗ୍ରେସ ଦଳର ୫୦ ବର୍ଷ ଏବଂ ରାହୁଲ ଗାନ୍ଧୀଙ୍କ ୧୫ ବର୍ଷ ବନାମ ବିଜେପି ସାଂସଦଙ୍କ ୫ ବର୍ଷକୁ ଦେଖୁ, ତେବେ ଆକାଶ-ପାତାଳ ଫରକ ଜଣାପଡ଼ିବ ।

ସେ ଆହୁରି କହିଛନ୍ତି ଆପଣ ଏହି ଅଞ୍ଚଳରେ କଂଗ୍ରେସର ରାଜନୀତି ଦେଖିଥିବେ । ଜଟିଳ ପରିସ୍ଥିତିରେ କଂଗ୍ରେସ ଅଦୃଶ୍ୟ ହୋଇଥିବାର ଆପଣ ସମସ୍ତେ ଦେଖିଥିବେ । କୋଭିଡ ଆସିବା ପରେ କଂଗ୍ରେସ ଦଳର କୌଣସି ଲୋକ ଲୋକମାନଙ୍କ ମଧ୍ୟରେ ଦେଖା ଦେଇ ନଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+