କାହିଁକି ୪୦୦ ପାର ନାରା, ଜାଣନ୍ତୁ କେବେ ହୋଇଥିଲା ଏମିତି ?

ଆଉ ମାତ୍ର କେଇ ଘଣ୍ଟା ପରେ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ବାହାରିବ। ଏଥର ଭାଜପା ନିର୍ବାଚନ ପୂର୍ବରୁ ଯେଉଁ '୪୦୦ ପାର୍‌' ନାରା ଦେଇଥିଲା ତାହା ସତ ହେବ କି ନାହିଁ ସ୍ପଷ୍ଟ ହୋଇଯିବ। ଭାରତର ନିର୍ବାଚନ ଇତିହାସରେ କେବଳ ଥରେ ମାତ୍ର ଗୋଟିଏ ରାଜନୈତିକ ଦଳକୁ ୪୦୦ରୁ ଅଧିକ ଆସନ ମିଳିଥିଲା।

narendra modi

୧୯୮୪ ଲୋକ ସଭା ନିର୍ବାଚନ ଏହା ଘଟିଥିଲା। ସେତେବେଳେ ୫୪୧ ଆସନରୁ କଂଗ୍ରେସ ୪୧୪ ଆସନରେ ବିଜୟ ହାସଲ କରିଥିଲା। ଏହି ନିର୍ବାଚନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ହୋଇଥିଲା।

ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ତାଙ୍କ ପୁଅ ରାଜୀବ ଗାନ୍ଧୀଙ୍କ ଅନ୍ତରୀଣ ପ୍ରଧାନମନ୍ତ୍ରୀ କରାଯାଇଥିଲା। ୧୯୮୪ ନିର୍ବାଚନରେ କଂଗ୍ରେସକୁ ପ୍ରଚଣ୍ଡ ବହୁମତ ମିଳିଥିଲା। ଏହାପରେ କଂଗ୍ରେସ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ଏହାପରେ ୧୯୮୯ରେ ନିର୍ବାଚନରେ କଂଗ୍ରେସ ହାତରୁ ଶାସନଗାଦି ଯାଇଥିଲା ଏବଂ ଏହି ନିର୍ବାଚନରେ ଦଳକୁ ମାତ୍ର ୧୭୭ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଫଳରେ ଜନତା ଦଳ ନେତୃତ୍ୱରେ ଅନେକ ଦଳ ମିଶି ସରକାର ଗଢିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+